ପୃଥିବୀର ଅତିନିକଟରେ ହେବ ବଡ଼ ବିସ୍ଫୋରଣ ! ଜହ୍ନଠାରୁ 10 ଗୁଣା ଅଧିକ ବଡ଼
ନୂଆଦିଲ୍ଲୀ: ମାତ୍ର ୧୫୦ ପ୍ରକାଶ-ବର୍ଷ ଦୂରରେ ଦୁଇଟି ଧଳା ବୌନା ତାରାଙ୍କର ଏକ ଅତ୍ୟନ୍ତ ଦୁର୍ଲଭ ଜୋଡ଼ି ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ଏହି ଦୁଇ ତାରା ଆଗାମୀ ଅରବ ବର୍ଷ ମଧ୍ୟରେ ପରସ୍ପର ସହ ଟକ୍କର ହେବା ସହ ଏକ ଭୟଙ୍କର ଟାଇପ୍ ୧ଏ (Type 1a) ସୁପରନୋଭା ବିସ୍ଫୋରଣରେ ପରିଣତ ହେବ ବୋଲି…