Latest Odisha News

BREAKING NEWS

‘ମେ ଝୁକୁଁଗା ନେହି’: ବିଜେପିର ଓ୍ବାକଫ୍ ଜମି ଆରୋପ ଉପରେ ଭଡକିଲେ ଖଡଗେ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଓ୍ବାକଫ୍ ଜମି ନେଇ ବିଜେପିର ଲଗାଇଥିବା ଆରୋପ ଉପରେ ଭଡକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଂସଦ ଅନୁରାଗ ଠାକୁରଙ୍କ, କଂଗ୍ରେସ ୱାକଫ ଜମି ଦଖଲ କରିଥିବା ଅଭିଯୋଗକୁ ଖଣ୍ଡନ କରି, ସେ କେବେ ବି ଏଭଳି ଆରୋପରେ ପଛଘୁୟ୍ଚା ଦେବେ ନାହିଁ ବୋଲି…

ଟି୨୦ ର‌୍ୟାଙ୍କିଙ୍ଗ: ନତାଶାଙ୍କ ପୂର୍ବତନ ଏବଂ ବର୍ତମାନ ପତି ହେଲେ ନମ୍ବର ୱାନ

ନୂଆଦିଲ୍ଲୀ: ଆଇସିସି ନୂତନ ଟି୨୦ ର‌୍ୟାଙ୍କିଙ୍ଗ ପ୍ରକାଶ କରିଛି । ଏଥିରେ ଭାରତର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅପରପକ୍ଷରେ ନ୍ୟୁଜିଲାଣ୍ଡର ପେସ ବୋଲର ଜ୍ୟାକବ ଡଫି ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।…

ଲିଙ୍ଗ ପରିବର୍ତନ କରି ଫେରିଲେ ସଞ୍ଜୟ ବାଙ୍ଗରଙ୍କ ପୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ପୁଅ ଇଂଲଣ୍ଡରେ ଲିଙ୍ଗ ପରିବର୍ତନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏବେ ପୁଅରୁ ଝିଅ ହୋଇଛନ୍ତି । ତାଙ୍କ ନୂଆ ଲୁକ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପୂର୍ବ ନାମ ଆର୍ଯ୍ୟନ ବାଙ୍ଗର ଥିଲା ଏବେ ସେ…

ଲୋକସଭା ପରେ ଆଜି ଓ୍ବାକଫ୍ ବିଲ ନେଇ ରାଜ୍ୟସଭା ସମର: ପାର୍ କରିପାରିବ ତ ଏନଡିଏ?

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ, ଯୁକ୍ତିତର୍କ, ପ୍ରାୟ ୧୨ ଘଣ୍ଟାର ସମର ପରେ ଲୋକସଭାରେ ରାତି ଅଧରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍ । ଲୋକସଭା ବାଧା ଅତିକ୍ରମ କରିବା ପରେ, ଆଜି ରାଜ୍ୟସଭାରେ ବିଲ୍ ଉପସ୍ଥାପନ ହେବାକୁ ଯାଉଛି । ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା…

‘ଓଡ଼ିଆ ପକ୍ଷ’ ତୃତୀୟ ଦିବସ: ଆଜି ହସ୍ତତନ୍ତ ପୋଷାକ ବ୍ୟବହାର କରିବାକୁ ଓଡ଼ିଶା ସରକାରଙ୍କ ଆହ୍ୱାନ

ଭୁବନେଶ୍ୱର: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆଜି (ଗୁରୁବାର) ହସ୍ତତନ୍ତ ପୋଷାକ ପିନ୍ଧିବାକୁ ତାଙ୍କର କର୍ମଚାରୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ଦିନ ଓଡ଼ିଆ ପକ୍ଷର ତୃତୀୟ ଦିନରେ ରାଜ୍ୟ…

ମାତିଛନ୍ତି କାଠ ମାଫିଆ, ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ମୟୂରଭଞ୍ଜ: ବଢିଚାଲିଛି କାଠ ମାଫିଆଙ୍କ ରାଜ୍। ବେଧଡକ ଚାଲିଛି ବେଆଇନ କାଠ ବ୍ୟବସାୟ। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଡକେଇପାଳ ହାଣ୍ଡିଫୁଟା ଗ୍ରାମ୍ୟ ରାସ୍ତାରୁ ପିକଅପ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ। କୌଣସି ସୂତ୍ରରୁ ଖବର ପାଇ…

ତାଳଚେରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରୁତର

ତାଳଚେର: ତାଳଚେରରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର। ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ତାଳଚେର ଏବଂ ଅନୁଗୁଳ…

ଭାରତ ରଚିବ ନୂଆ ଇତିହାସ, ଖୁବଶୀଘ୍ର ନାସା ଅଭିଯାନରେ ମହାକାଶକୁ ଯିବେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଭାରତ ମହାକାଶ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା Axiom Mission 4 (Ax-4) ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ମହାକାଶଚାରୀ ହେବାକୁ ଯାଉଛନ୍ତି। ଏବେ ଏହି ମିଶନର…

ଭାରତ ବିରୋଧରେ ଟାରିଫ ଲଗାଇଲା ଆମେରିକା, ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତ ବିରୋଧରେ ରେସିପ୍ରୋକାଲ ଟାରିଫ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ। କହିଲେ, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା। ଅର୍ଥାତ ଭାରତ ଉପରେ ୨୬ ପ୍ରତିଶତ ରେସିପ୍ରୋକାଲ ଟାରିଫ ଲଗାଇଛି ଆମେରିକା। ଟ୍ରମ୍ପ କହିଛନ୍ତି ଯେ ଆମେରିକାରୁ ଆମଦାନୀ କରୁଥିବା…

ୱାକଫ ବିଲକୁ ନୀତିଶଙ୍କ ସମର୍ଥନ, ଇସ୍ତଫା ଦେଲେ ଜେଡିୟୁ ନେତା

ପାଟନା: ବିହାର ରାଜନୀତିରେ ନୀତିଶ କୁମାରଙ୍କ ଦଳ ଜେଡିୟୁକୁ ପୁଣି ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ମୁସଲିମ ନେତା କାସିମ ଅନସାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାରେ ନୀତିଶ କୁମାରଙ୍କୁ ଲେଖିଛନ୍ତି ଯେ କୋଟି କୋଟି ମୁସଲମାନ ଆପଣଙ୍କୁ ଧର୍ମନିରପେକ୍ଷ ଚିନ୍ତାଧାରାର…