ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!
ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ଦିନ ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ସଦସ୍ୟଙ୍କ ପାଇଁ ପେନସନ ବଢାଇବାର ଦାବି ଜୋର ଧରିଛି। ଏହି ପ୍ରସଙ୍ଗ ସଭାର ‘ଶୂନ୍ୟ କାଳ’ରେ ଉଠିଥିଲା, ଯେଉଁଠାରେ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଏକଜୁଟ ହୋଇ ଏହାକୁ ସମର୍ଥନ କରିଛନ୍ତି।
ଭାରତୀୟ ଜନତା…