ବଙ୍ଗଳାରେ ସାମ୍ପ୍ରଦାୟିକ ଦଙ୍ଗା: ଇଣ୍ଟରନେଟ୍ ବନ୍ଦ, ୩୪ ଗିରଫ
କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମୋଥାବାରିରେ ଏକ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଲାଗି ଏହି ଦଙ୍ଗା ହୋଇଥିବା କୁହାଯାଉଛି। ଫଳରେ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏଥିସହିତ ୩୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।…