ଡରାଉଛି ସୁନାଦର; ୯୦ ହଜାର ଡେଇଁଲା ସୁନା
ଭୁବନେଶ୍ବର: ବେଲଗାମ୍ ହେଲାଣି ସୁନାଦର । ସୁନା କିଣିବାକୁ ଯାଉଥିଲେ ଏବେ ଆହୁରି ପକେଟ ଖାଲି କରିବାକୁ ପଡିବ । ଆଜି ଅର୍ଥାତ୍ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୯୦ ହଜାର ୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍…