ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡର Classic 650 ବାଇକ୍, ଜାଣନ୍ତୁ ଏହାର ପ୍ରାଇସ
ଭୁବନେଶ୍ବର: ଦେଶରେ ପପୁଲାର୍ ବାଇକ ରୟାଲ୍ ଏନଫିଲ୍ଡ (Royal Enfield ) ଦୀର୍ଘ ସମୟ ଅପେକ୍ଷା ପରେ ଆନୁଷ୍ଠାନିକ ଭାବରେ ଏହାର ନୂତନ ବାଇକ୍ କ୍ଲାସିକ୍ 650( Royal Enfield Classic 650) ବିକ୍ରି ପାଇଁ ଲଞ୍ଚ କରିଛି । ଆକର୍ଷଣୀୟ ଲୁକ ଏବଂ ପାଓ୍ବାରଫୁଲ ଇଞ୍ଜିନ ସହିତ ଆସିଥିବା ଏହି ବାଇକର…