Latest Odisha News

BREAKING NEWS

ସଂସଦ ନୁହେଁ ଏବେ ରାଜ୍ୟ ବିଧାନସଭାରେ ଆଦାନୀ ଝଡ: ଘେରିଲା ବିଜେଡି

ଭୁବନେଶ୍ବର: ସଂସଦରେ ବିରୋଧୀ ଆଦାନୀ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଘେରିଥିବାର ନଜିର ରହିଛି । ବିରୋଧୀ କଂଗ୍ରେସ ସାଙ୍ଗକୁ ଅନ୍ୟାନ୍ୟ ଇଣ୍ଡି ଦଳ, ଆଦାନୀ ଠକେଇ ନେଇ ସରକାରଙ୍କୁ ଦାୟୀ କରି ଗୃହରେ ହଙ୍ଗାମା କରିଛନ୍ତି । ହେଲେ ଏବେ ସଂସଦ ନୁହେଁ ରାଜ୍ୟ ବିଧାନସଭାରେ ବି ଆଦାନୀ ଝଡ…

ଏହି ଦିନରୁ ଅମରନାଥ ଯାତ୍ରା ପାଇଁ ଆଡଭାନ୍ସଡ ରେଜିଷ୍ଟ୍ରେସନ ଆରମ୍ଭ

ଅନନ୍ତନାଗ: ହିନ୍ଦୁ ଧର୍ମରେ ଅମରନାଥ ଯାତ୍ରା ଏକ ଅତ୍ୟନ୍ତ ପବିତ୍ର ଯାତ୍ରା। ଏହାର ଖୁବ୍ ମହତ୍ବ ରହିଛି। ଟ ପବିତ୍ର ଅମରନାଥ ଯାତ୍ରା ଦୁଇ ମାସ ଧରି ଚାଲିଥାଏ। ତେବେ ଗତ ବର୍ଷ ପ୍ରାୟ ୫ ଲକ୍ଷ ଲୋକ ଅମରନାଥ ଯାତ୍ରା କରିଥିଲେ। ଏହି ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୯…

କଂଗ୍ରେସର ରଣହୁଙ୍କାରରେ ଥରହର ଲୋୟର ପିଏମ୍‌ଜି, ୧୨ ପୋଲିସ ଆହତ

ଭୁବନେଶ୍ଵର: କଂଗ୍ରେସର ରଣହୁଙ୍କାର । ଲୋୟର ପିଏମ୍‌ଜିରେ ସ୍ଥିତି ନିୟନ୍ତ୍ରଣ ବେଳେ ୧୨ ପୋଲିସ ଆହତ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସିସିଟିଭି ଆଧାରରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଡିସିପି । ଲୋୟର ପିଏମଜିରେ…

ଓଲା, ଉବରକୁ ଟକ୍କର ଦେବ ସରକାରଙ୍କ ‘ସହକାର ଟ୍ୟାକ୍ସି’

ନୂଆଦିଲ୍ଲୀ: ଓଲା ଏବଂ ଉବର ଭଳି ଟ୍ୟକ୍ସି ଆପ୍ ଏବେ, ସହରରେ ଜୀବନ ଯାପନ କରୁଥିବା ସାଧାରଣ ଲୋକଟି ପାଇଁ, ଯେପରି ଗୋ ଟୁ ଯାନ ହୋଇଛି । ସଙ୍ଗେ ସଙ୍ଗେ ଗାଡି ବୁକିଂ କର, ଆଉ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚ । କିନ୍ତୁ ଲୋକଙ୍କ ଚାହିଦା ଦେଖି, ଦିନକୁ ଦିନ ବିଶ୍ବାସ ହରାଇବାକୁ ବସୁଛି…

ଖରା ଦିନେ ମାଟି ହାଣ୍ଡି ପାଣି ପିଉଛନ୍ତି କି? ଧ୍ୟାନ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଗ୍ରୀଷ୍ମ ଋତୁରେ, ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିପାଇଁ ଅଧିକାଂଶ ଘରେ ଲୋକମାନେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାଣିକୁ ଥଣ୍ଡା କରିବା ପାଇଁ ପାଣି ବୋତଲଗୁଡ଼ିକୁ ଫ୍ରିଜରେ ରଖିବା ଆରମ୍ଭ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଫ୍ରିଜ୍‌ର ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ ଭଲ…

୨୦୦୦ସହରରେ ଏୟାରଟେଲ IPTV ସେବା ଆରମ୍ଭ; ଜାଣନ୍ତୁ ପ୍ଲାନ ସମ୍ବନ୍ଧରେ..

ଭୁବନେଶ୍ବର: ଟେଲିକମ୍ ଅପରେଟର ଏୟାରଟେଲ ଭାରତର ୨୦୦୦ ସହରରେ ଆନୁଷ୍ଠାନିକ ଭାବରେ ଏହାର ଆଇପିଟିଭି(IPTV) ସେବା ଆରମ୍ଭ କରିଛି। ଏହି ସେବା ଅଧୀନରେ ୨୯ ଟି ମୁଖ୍ୟ ଷ୍ଟ୍ରିମିଂ ଆପ୍ ଉପଲବ୍ଧ ଅଛି, ଯେଉଁଥିରେ ନେଟଫ୍ଲିକ୍ସ (Netflix), ଆପଲ୍ ଟିଭି +(Apple TV+), ଆମାଜନ ପ୍ରାଇମ (Amazon…

ପ୍ରତୀକ୍ଷାର ଅନ୍ତ: ରେଳ ଯୋଗେ ଯୋଡି ହେବ କଶ୍ମୀର!

ଶ୍ରୀନଗର: ପ୍ରତୀକ୍ଷାର ଅନ୍ତ । ଶେଷରେ ରେଳ ଯୋଗେ କଶ୍ମୀର ଦେଶର ଅନ୍ୟ ଅଂଶ ସହିତ ଖୁବଶୀଘ୍ର ଯୋଡି ହେବାକୁ ଯାଉଛି । ଦୀର୍ଘ ପ୍ରତୀକ୍ଷା ପରେ, କାଶ୍ମୀର ବାସୀ ପ୍ରଥମ ଟ୍ରେନ ସେବା ପାଇବାକୁ ଯାଉଥିବା ନେଇ ସୂଚନା ମିଳୁଛି । କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୯ରେ…

ଦେଶରେ ରହିଛି ଏପରି ରହସ୍ୟମୟ ମନ୍ଦିର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି, କିଛି ମନ୍ଦିର ସେମାନଙ୍କର ସୃଜନଶୀଳ କଳାକୃତି ପାଇଁ ଜଣାଶୁଣା ଏବଂ ଅନେକ ମନ୍ଦିର ସେମାନଙ୍କର ରହସ୍ୟମୟ ଇତିହାସ ପାଇଁ ଜଣାଶୁଣା । ତଥାପି, ହିନ୍ଦୁ ଧର୍ମରେ, ମନ୍ଦିର ଏକ ପବିତ୍ର ସ୍ଥାନ ଯେଉଁଠାରେ ଆପଣ ମାନସିକ ଭାବରେ ଶାନ୍ତ ହୁଅନ୍ତି । ମନ୍ଦିର…

ଲୋୟର ପିଏମଜିରେ ସ୍ଥିତି ଅଣାୟତ୍ତ: ତାରା, ଭକ୍ତ ଓ ମୋକିମଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି। ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କଲା ପୋଲିସ। ବ୍ୟାରିକେଡ୍‌ ଭାଙ୍ଗିବା ପରେ ପାଣି ମାଡ଼ କଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍‌। ଲୋୟର ପିଏମଜିରୁ…

ମହଙ୍ଗା ପଡିଲା ଶୁଆକୁ ଟାଙ୍ଗି ଭିଡିଓ କରିବା, ୩ ଜଣଙ୍କୁ ଧରିଲା ପୋଲିସ

ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ପଡିଲା ମହଙ୍ଗା । ୩ ଜଣଙ୍କୁ ବାନ୍ଧିଲା ପୋଲିସ । ସାମାନ୍ୟ ବିରି ଖାଇଦେଇଥିବାରୁ ଜଣେ ଯୁବକ ଗୋଟିଏ ଶୁଆକୁ ଫାଶୀ ଦେବା ସହିତ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାର କାର୍ଯ୍ୟାନୁଷ୍ଠାନ ଗର୍ହଣ କରି ୩ଜଣ ଯୁବକଙ୍କୁ ଉଠାଇ…