୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ରେକର୍ଡ କଲା ଅଷ୍ଟ୍ରେଲିଆ, ଫାଇନାଲରେ ଏଣ୍ଟ୍ରି
ସିଡନୀ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କଲା ଅଷ୍ଟ୍ରେଲିଆ। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡ୍ନୀରେ ଖେଳା ଯାଇଛି। ତେବେ ଏହି ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି…