ବଲିଉଡ ଛାଡିବେ ସନ୍ନି ଦେଓଲ!
ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ପୁଣି ଆକ୍ସନ ଅବତାରରେ ପରଦାକୁ ଫେରିଛନ୍ତି। ଗଦର ୨ ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ସନ୍ନି ଏବେ ଜାଟ ନାମକ ଏକ ଫିଲ୍ମରେ ନଜର ଆସିବେ।
ଏହି ଫିଲ୍ମରେ ରଣଦୀପ ହୁଡା ଖଳନାୟକ ରଣତୁଙ୍ଗା ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ତାଙ୍କୁ ଫିଲ୍ମର…