Latest Odisha News

BREAKING NEWS

Government holiday: ୩ ତାରିଖରେ ୪ ଜିଲ୍ଲାରେ ସରକାରୀ ଛୁଟି

ଭୁବନେଶ୍ବର:ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ RDC । ଏସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି । ନ୍ଧମାଳ ଜିଲ୍ଲାର ବାଲିଗୁଡ଼ା…

Bali Yatra 2025: ରାତି ୧୧ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ…

ବାଲିଯାତ୍ରା:ପାଖେଇ ଆସିଲାଣି କଟକ ଐତିହାସିକ କଟକ ବାଲିଯାତ୍ରା । ୫ ତାରିଖରୁ ମହାନଦୀ ପଠା ଦୁଲୁକିବ । କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…

Lvm3 Rocket: ସମୁଦ୍ର ଭିତରେ ମଧ୍ୟ ଲୁଚି ପାରିବନି ଶତ୍ରୁ, ଭାରତର ଏହି ସାଟେଲାଇଟ ମହାକାଶରୁ ରଖିବ ନଜର…

ନୂଆଦିଲ୍ଲୀ: ଭାରତ ତାର ସୀମାକୁ ସୁରକ୍ଷା ଦେବା ଏବଂ ଶତ୍ରୁମାନଙ୍କ ଉପରେ ନଜର ରଖିବା ପାଇଁ ତାର ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ରକୁ ନିରନ୍ତର ଅପଗ୍ରେଡ୍ କରୁଛି । ଏହି ପରିପ୍ରେକ୍ଷୀରେ, ଭାରତର ଫେମସ ଲଞ୍ଚ ହ୍ବିକିଲ LVM3 (ଲଞ୍ଚ ଯାନ ମାର୍କ-3), ରବିବାର ତାର ପଞ୍ଚମ ଉଡ଼ାଣ, LVM3-M5…

Puri Police: ଶ୍ରୀମନ୍ଦିରରେ ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସର ବ୍ୟାପକ ବ୍ୟବସ୍ଥା

ପୁରୀ: ରାତି ପାହିଲେ ଶ୍ରୀମନ୍ଦିରରେ ହେବ ପଞ୍ଚୁକ ନୀତି । ଏହି ସମୟରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯାଇଛି ।…

Bihar Election: ବିହାରରେ କାଣ୍ଟେ କା ଟକ୍କର, ଟିକେ ଭୁଲ ହେଲେ ବିଗିଡ଼ିଯିବ ଗଣିତ

ପାଟନା: ଆଉ ମାତ୍ର କିଛି ଦିନ ପରେ ବିହାର ନିର୍ବାଚନ । ଏ ନିର୍ବାଚନ ଦେଶ ପାଇଁ ସ୍ୱତନ୍ତ୍ର । ଏଠାରେ ପ୍ରଥମ ଥର ପାଇଁ ଏସଆଇଆର୍ ହୋଇଛି । ଆଉ ଏହା ପରେ ବିହାରରେ ପ୍ରଥମ ଥର ପାଇଁ ମତଦାନ ହେଉଛି । ଅନେକ ବାଦ ବିବାଦ ପରେ ଦୁଇଟି ବଡ଼ ମେଣ୍ଟ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଅନେକ…

ରଣଜୀ ଟ୍ରଫି: ପ୍ରଥମ ଦିବସରେ ଆନ୍ଧ୍ରପ୍ରଦେଶର ଦୃଢ଼ ବ୍ୟାଟିଂ

କଟକ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଆନ୍ଧ୍ରପ୍ରଦେଶ ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଆନ୍ଧ୍ର ୩ ୱିକେଟ ବିନିମୟରେ ୨୨୨ ରନ ସଂଗ୍ରହ କରିନେଇଛି । କେଏସ ଭରତ ୯୩ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଛନ୍ତି । ଭରତ…

BJD: ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ

ନୂଆପଡା: ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତିମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ ର  ସେଠଜମ୍ପାନି…

ମହିଳା ବିଶ୍ୱକପ କ୍ରିକେଟ: ଉଦଯାପନୀ ଉତ୍ସବରେ ସୁନିଧୀଙ୍କ ତଡକା, ଲେଜର, ଡ୍ରୋନ ଶୋ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଦଯାପନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଗାୟିକା ସୁନିଧୀ ଚୌହ୍ୱାନ ମନଲୋଭା କାର୍ଯ୍ୟକ୍ରମ ପରିବେଷଣ କରିବେ । ତାଙ୍କ ସହ ୬୦ଜଣ ନର୍ତକୀ…

ରିସା ମାଙ୍କଡିଆଙ୍କର ଅନାହାର ମୃତ୍ୟୁ ସମ୍ପର୍କରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସର ପ୍ରତିନିଧି ଦଳ

ଭୁବନେଶ୍ୱର: ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଖାଦ୍ୟ ନପାଇ ଭୋକ ଉପାସରେ ମୃତ୍ୟୁବରଣ କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଂସୋଳ ଗ୍ରାମ ପଂଚାୟତର ମଲ୍ଲାହାର ସାହି ୧୦ ନମ୍ବର ୱାର୍ଡର ରିସା ମାଙ୍କଡ଼ିଆଙ୍କ ସମ୍ପର୍କରେ ଆଳୋଚନା କରିଛନ୍ତି କଂଗ୍ରେସର ଏହି…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପଲା ଭାରୀ

ନଭି ମୁମ୍ବାଇ: ମହିଳା ବିଶ୍ୱକପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଓ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛନ୍ତି । ଘରୋଇ ପରିବେଶ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି ।…