Latest Odisha News

BREAKING NEWS

Liquor shops closed:ରଥଯାତ୍ରା ଲାଗି ୪ ଦିନ ମଦ, ଭାଙ୍ଗ ଦୋକାନ ବନ୍ଦ

ପୁରୀ:ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । କଡ଼ା ନଜରରେ ରହିବ ସହର । ତେଣୁ ରଥଯାତ୍ରା ଗହଳିକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମଦ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ରଥଯାତ୍ରା ଅବସରରେ…

ଏମିତି ଠକୁଥିଲେ ନକଲି ରେଳ ଅଧିକାରୀ; ବାନ୍ଧିଲା ପୋଲିସ

କେନ୍ଦୁଝର:ଜଣେ ନକଲି ରେଳ ଅଧିକାରୀଙ୍କୁ କେନ୍ଦୁଝର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନାମ ରାଜ କୁମାର ପୂର୍ତ୍ତି (୩୧)। ଅଭିଯୁକ୍ତ ରାଜ କୁମାର ପୂର୍ବତଟ ରେଳପଥର ଜାଲ ପରିଚୟପତ୍ର ଦେଖାଇ ବସନ୍ତପୁର ରେଳପଥର ଷ୍ଟେସନ ମାଷ୍ଟର ଭାବରେ ନିଜର ମିଥ୍ୟା ପରିଚୟ ଦେଉଥିଲେ।…

NEET ରେଜଲ୍ଟକୁ ନେଇ ପୁଣି ବିବାଦ: ଓଡ଼ିଶାର ଛାତ୍ରୀଙ୍କ ସଙ୍ଗିନ ଅଭିଯୋଗ, OMR ସିଟ୍‌ରେ ହେରଫେର ସନ୍ଦେହ

ଭୁବନେଶ୍ୱର: ଦେଶର ସବୁଠାରୁ ସମ୍ବେଦନଶୀଳ ପରୀକ୍ଷା NEET-UGକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଏବଂ ଗ୍ରେସ ମାର୍କକୁ ନେଇ ଚର୍ଚ୍ଚାରେ ଥିବା ଏହି ପରୀକ୍ଷା ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛି। ଓଡ଼ିଶାର ଜଣେ NEET ଆଶାୟୀ ଛାତ୍ରୀ ତାଙ୍କ OMR ସିଟ୍‌ରେ…

‘Samarpan’ Digital Hundi:ଶ୍ରୀମନ୍ଦିର ଡିଜିଟାଲ ହୁଣ୍ଡିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ;ୟୁପିଆଇ ଓ ହ୍ବାଟ୍ସଆପ୍‌…

ଭୁବନେଶ୍ୱର:ପବିତ୍ର ରଥଯାତ୍ରାର ପୂର୍ବ ଦିନ ଆଜି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ପଦକ୍ଷେପଟି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା…

ମନୋଜ ପାଢ଼ୀଙ୍କ ପରେ ଏବେ କାହାର ପାଳି? ସ୍କାନରରେ ୨୦୦ରୁ ଅଧିକ କର୍ମଚାରୀ!

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା 'ପାଠ୍ୟପୁସ୍ତକ ମହାବିଭ୍ରାଟ' ମାମଲାରେ କ୍ରାଇମବ୍ରାଞ୍ଚର ଶିକାରୀ କୁକୁର ଏବେ ଅସଲ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କ ଗିରଫଦାରୀ ପରେ, ଏବେ ତଦନ୍ତର ବ୍ୟାପକତା…

ମାତ୍ର ୫ ବର୍ଷରେ ଟଙ୍କା ଡବଲ! ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏହି ‘ସତ’ ଜାଣିଛନ୍ତି କି?

ଭୁବନେଶ୍ୱର: ଆଜିର ସମୟରେ ସଞ୍ଚୟଠାରୁ ନିବେଶ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭ ଅନେକ ନିବେଶକଙ୍କୁ ଆକୃଷ୍ଟ କରୁଛି। ନିକଟରେ କିଛି ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ମାତ୍ର ୫ ବର୍ଷ ଭିତରେ ନିବେଶକଙ୍କ…

ଦ୍ୱିତୀୟ ଦିନିକିଆରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନିକିଆ କାର୍ଡିଫରେ ଖେଳାଯିବ । ଏହି ମ୍ୟାଚରେ ଗିଲଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଥମ ଦିିନିକିଆରେ ବ୍ୟକ୍ତିଗତ ଭାବେ ୮୦ ରନ…

Railway project: କେନ୍ଦ୍ର କ୍ୟାବିନେଟରେ ୨ରେଳ ପ୍ରକଳ୍ପକୁ ଅନୁମୋଦନ; ପାରାଦୀପ-ହରିଦାସପୁର ଦୋହରୀକରଣ ସହ…

ଭୁବନେଶ୍ବର:ଓଡ଼ିଶା ରେଲୱେକୁ ଡବଲ୍ ଉପହାର । କେନ୍ଦ୍ର କ୍ୟାବିନେଟରେ ଓଡିଶାର ଦୁଇଟି ରେଳ ପ୍ରକଳ୍ପକୁ ମିଳିଲା ଅନୁମତି । ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ–ହରିଦାସପୁର ରେଳପଥର ଦ୍ୱୈତୀକରଣ ଏବଂ ରାଜଖରସୁଆଁ–ଡାଙ୍ଗୋପୋଷି ରୁଟ୍‌ରେ ଚତୁର୍ଥ ରେଳ ଲାଇନ୍‌ ନିର୍ମାଣ । ୧୪୫…

ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କରିଛି । ଦିନିକିଆ ବିଶ୍ୱକପ ୧୪ ଟିମ ସହିତ ଥ୍ରୀ ଷ୍ଟେଜ ଫର୍ମାଟରେ ଖେଳାଯିବ । ପ୍ରଥମ ଥର ପାଇଁ ସୁପର ୭ ରାଉଣ୍ଡ ଲାଗୁ ହେବ । ଯାହା ଟୁର୍ଣ୍ଣାମେଂଟର ମୂଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି ।…

ଆନ୍ତର୍ଜାତିକ ଅଦାଲତକୁ ଟ୍ରମ୍ପଙ୍କ ‘ଚେକ୍‌ମେଟ୍’? ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥାରେ ବଡ଼ ବିପଦ!

ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ନେଦରଲ୍ୟାଣ୍ଡର ହେଗ୍ ସ୍ଥିତ 'ଆନ୍ତର୍ଜାତିକ ଅପରାଧ ଅଦାଲତ' (ICC) ମଧ୍ୟରେ ସମ୍ପର୍କ ଏବେ ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନ ପାଇଁ ପ୍ରମୁଖ ଦାବିଦାର ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଯଦି…