ମହାକାଶ ଗସ୍ତରେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ ଏହି ଅନିଲ ମେନନ…
ମସ୍କୋ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନ ମହାକାଶ ଜଗତରେ ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କର ପ୍ରଥମ ମହାକାଶ ଉଡ଼ାଣ ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଉଡ଼ାଣ କରିଛନ୍ତି।
ଅନିଲ ମେନନ କାଜାଖସ୍ତାନର ଐତିହାସିକ ବୈକୋନୁର କସମୋଡ୍ରୋମ୍ ରୁ ରୁଷିଆର ସୋୟୁଜ୍ MS-29…