Latest Odisha News

BREAKING NEWS

Bihar Election: ବିହାରରେ କାଣ୍ଟେ କା ଟକ୍କର, ଟିକେ ଭୁଲ ହେଲେ ବିଗିଡ଼ିଯିବ ଗଣିତ

ପାଟନା: ଆଉ ମାତ୍ର କିଛି ଦିନ ପରେ ବିହାର ନିର୍ବାଚନ । ଏ ନିର୍ବାଚନ ଦେଶ ପାଇଁ ସ୍ୱତନ୍ତ୍ର । ଏଠାରେ ପ୍ରଥମ ଥର ପାଇଁ ଏସଆଇଆର୍ ହୋଇଛି । ଆଉ ଏହା ପରେ ବିହାରରେ ପ୍ରଥମ ଥର ପାଇଁ ମତଦାନ ହେଉଛି । ଅନେକ ବାଦ ବିବାଦ ପରେ ଦୁଇଟି ବଡ଼ ମେଣ୍ଟ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଅନେକ…

ରଣଜୀ ଟ୍ରଫି: ପ୍ରଥମ ଦିବସରେ ଆନ୍ଧ୍ରପ୍ରଦେଶର ଦୃଢ଼ ବ୍ୟାଟିଂ

କଟକ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଆନ୍ଧ୍ରପ୍ରଦେଶ ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଆନ୍ଧ୍ର ୩ ୱିକେଟ ବିନିମୟରେ ୨୨୨ ରନ ସଂଗ୍ରହ କରିନେଇଛି । କେଏସ ଭରତ ୯୩ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଛନ୍ତି । ଭରତ…

BJD: ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ

ନୂଆପଡା: ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତିମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ ର  ସେଠଜମ୍ପାନି…

ମହିଳା ବିଶ୍ୱକପ କ୍ରିକେଟ: ଉଦଯାପନୀ ଉତ୍ସବରେ ସୁନିଧୀଙ୍କ ତଡକା, ଲେଜର, ଡ୍ରୋନ ଶୋ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଦଯାପନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଗାୟିକା ସୁନିଧୀ ଚୌହ୍ୱାନ ମନଲୋଭା କାର୍ଯ୍ୟକ୍ରମ ପରିବେଷଣ କରିବେ । ତାଙ୍କ ସହ ୬୦ଜଣ ନର୍ତକୀ…

ରିସା ମାଙ୍କଡିଆଙ୍କର ଅନାହାର ମୃତ୍ୟୁ ସମ୍ପର୍କରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସର ପ୍ରତିନିଧି ଦଳ

ଭୁବନେଶ୍ୱର: ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଖାଦ୍ୟ ନପାଇ ଭୋକ ଉପାସରେ ମୃତ୍ୟୁବରଣ କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଂସୋଳ ଗ୍ରାମ ପଂଚାୟତର ମଲ୍ଲାହାର ସାହି ୧୦ ନମ୍ବର ୱାର୍ଡର ରିସା ମାଙ୍କଡ଼ିଆଙ୍କ ସମ୍ପର୍କରେ ଆଳୋଚନା କରିଛନ୍ତି କଂଗ୍ରେସର ଏହି…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପଲା ଭାରୀ

ନଭି ମୁମ୍ବାଇ: ମହିଳା ବିଶ୍ୱକପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଓ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛନ୍ତି । ଘରୋଇ ପରିବେଶ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି ।…

ରାଜଧାନୀରେ ସେମି କଣ୍ଡକ୍ଟର ୟୁନିଟ୍ ପାଇଁ ଭୂମିପୂଜନ, ୨୦୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା

ଭୁବନେଶ୍ୱର: ଶନିବାର ଦିନ ଭୁବନେଶ୍ୱରର ଇନଫୋଭ୍ୟାଲିରେ SiCSem ପ୍ରାଇଭେଟ୍ ଲିମିଟେଡର ୨୩ ଏକର ଜମିରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ୟୁନିଟର ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ…

IAF exercise: ବାଂଲାଦେଶ ଏବଂ ଚୀନ ସୀମାରେ ଭାରତୀୟ ବାୟୁସେନା କରିବ ଯୁଦ୍ଧାଭ୍ୟାସ; ୬ ଦିନ ପାଇଁ NOTAM ଜାରି

ନୂଆଦିଲ୍ଲୀ:ଭାରତ ନିଜର ଉତ୍ତର-ପୂର୍ବ ଅଞ୍ଚଳରେ ଏକ ବଡ଼ ଧରଣର ଭାରତୀୟ ବାୟୁସେନା ଅଭ୍ୟାସ ପାଇଁ ଏୟାରମ୍ୟାନଙ୍କୁ ଏକ ନୋଟିସ (NOTAM) ଜାରି କରିଛି। ଏହି ସମୟରେ ଭାରତୀୟ ସେନା ଚୀନ୍, ଭୁଟାନ, ମିଆଁମାର ଏବଂ ବାଂଲାଦେଶ ସୀମା ନିକଟରେ ଅଭ୍ୟାସ କରିବ। ସେନା ପକ୍ଷରୁ ଛଅ ଦିନ ପାଇଁ NOTAM ଜାରି…

Javed Akhtar: ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…

ସିକ୍‌ସେମ୍‌ କମ୍ପାନୀ ପକ୍ଷରୁ ଆଇଆଇଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର…