Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
ମୟୂରଭଞ୍ଜ:ମୟୂରଭଞ୍ଜ ଉଦଳାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ମୃତ୍ୟୁ ଖବର ଶୁଣି ଜଣେ ଯୁବତୀ ଝୁଲିପଡ଼ିଥିବା ଜଣାଯାଇଛି । ଦୀର୍ଘ ଦିନ ଧରି ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ କିଛି ଦିନ ଭିତରେ ବାହାଘର ହୋଇଥାନ୍ତା ।
ସୂଚନାନୁଯାୟୀ, ଅନୁଗୁଳର ନାଲକୋରେ କାମ…