Possessed Man: ମଣିଷରୁ ହୁଅନ୍ତି ମହିଷାସୁର! ଖାଆନ୍ତି ନଡା-ଘାସ, ପିଅନ୍ତି କୁଣ୍ଡା ତୋରାଣି…
ମହାରାଜଗଞ୍ଜ: ମଣିଷରୁ ପଶୁ ପାଲଟି ଯାହାନ୍ତି ବୁଢା ମଉସା!
ଖାଆନ୍ତି ଘାସ-ନଡା, ପିଅନ୍ତି କୁଣ୍ଡ କୁଣ୍ଡ ତୋରାଣି!
ନାଗପଞ୍ଚମୀ ଆସିଲେ ଉତ୍ତରପ୍ରଦେଶର ଏକ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। ଗାଁର ୭୦ ବର୍ଷୀୟ ବୃଦ୍ଧ ବୁଦ୍ଧିରାମ ହଠାତ୍ ସାଧାରଣ ଖାଦ୍ୟ ଛାଡ଼ି ଗାଈ-ମଇଁଷିଙ୍କ…