ଆଇଏଏସ୍ ବିଷ୍ଣୁପଦଙ୍କ ଘରୁ ବାହାରିଲା ସିବିଆଇ, ୧୬ ଘଣ୍ଟା ଧରି ଚାଲିଥିଲା ରେଡ଼
ଭୁବନେଶ୍ୱର: ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ। ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା ଚାଲିଥିଲା। ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ। ଗତକାଲି ସକାଳଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା ସିବିଆଇ।
ନୂଆଦିଲ୍ଲୀରୁ ଆସିଥିବା…