Latest Odisha News

BREAKING NEWS

ଭୁବନେଶ୍ୱରରେ ପଲସର ଗ୍ୟାଙ୍ଗର ଆତଙ୍କ, ଝାମ୍ପି ନେଲେ 10 ଲକ୍ଷ ଟଙ୍କାର ସୁନା ଚେନ

ଭୁବନେଶ୍ୱର :ରାଜଧାନୀରେ ପଲସର ଗ୍ୟାଙ୍ଗର ଆତଙ୍କ । ମହିଳାଙ୍କ ବେକରୁ ଝାମ୍ପି ନେଲେ 10 ଲକ୍ଷ ଟଙ୍କାର ସୁନା ଚେନ। ମଂଚେଶ୍ୱର ଥାନା ପଳାଶୁଣୀ ଅଂଚଳରେ ଘଟିଛି ଏଭଳି ଘଟଣା । ଲୁଟ ଶିକାର ହୋଇଛନ୍ତି ପୁନମ ପରିଡା ନାମକ ଜଣେ ମହିଳା। ସ୍ୱାମୀ ଓ ପୁଅଙ୍କ ସହ ପଳାଶୁଣୀ କେନାଲ ରୋଡରେ ଥିବା ଏକ…

ଏପ୍ରିଲ ୧ରୁ ଲାଗୁ ହେବ ୟୁନିଫାଏଡ୍ ପେନସନ ସ୍କିମ୍

ନୂଆଦିଲ୍ଲୀ: ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ନୂତନ ୟୁନିଫାଏଡ୍ ପେନସନ ସ୍କିମ ଘୋଷଣା କରିଥିଲେ। ପିଏଫଆରଡିଏ (PFRDA) ଗୁରୁବାର ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ବର୍ତ୍ତମାନ ଏହା ଆଗାମୀ ଆର୍ଥିକବର୍ଷରୁ…

ଏହି ସବୁ ଜିନିଷରେ କେବେ ଗୋଡ଼ ବଜାନ୍ତନି, ନହେଲେ ହେବ ସର୍ବନାସ !

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ, ବନ୍ଧୁତା, ଶତ୍ରୁତା ହେଉ ଅଥବା ବୈବାହିକ ଜୀବନ ସହ ଜଡିତ ସମସ୍ୟା ସବୁକିଛିର ସମାଧାନ ନୀତିଶାସ୍ତ୍ରରେ ବର୍ଣ୍ଣିତ ହୋଇଛି।…

ବିଜେପି ସଭାପତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଓଏଏସ ଆସୋସିଏସନ୍ ପକ୍ଷରୁ ଥାନାରେ ଏତଲା

ରାୟଗଡା: ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ନେଇ ରାୟଗଡ଼ା ଜିଲ୍ଲା ଓଏଏସ ସଂଘ ବୈଠକ କରି ଏହାର ତୀବ୍ର ନିନ୍ଦା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ…

ଅକ୍ଷୟ କୁମାରଙ୍କ ଫିଲ୍ମକୁ ବେକାର କହି ଟ୍ରୋଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମକୁ ବେକାର କହି ଟ୍ରୋଲ ହେଲେ ଜୟା ବଚ୍ଚନ। ଏକ କାର୍ଯ୍ୟକ୍ରମରେ ଜୟା ବଚ୍ଚନ ଅକ୍ଷୟ କୁମାରଙ୍କ ଫିଲ୍ମ 'ଟଏଲେଟ୍ ଏକ ପ୍ରେମ କଥା' କୁ ଫ୍ଲପ କହିବା ସହ ଏହାର ମଜାକ ଉଡାଇଥିଲେ। ଏପରିକି ସମାଲୋଚନା କରି କହିଥିଲେ ଯେ ଏପରି ଶୀର୍ଷକ ଥିବା ଫିଲ୍ମକୁ ସେ କେବେବି …

ଷ୍ଟାଡିୟମ କାଚ ଭାଙ୍ଗିଦେଲେ ଅଭିଷେକ ଶର୍ମା

ହାଇଦ୍ରାବାଦ: ଆଇପିଏଲର ଆଗାମୀ ସଂସ୍କରଣରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାର ନମୂନା ସେ ଗୁରୁବାର ଦେଖାଇ ସାରିଛନ୍ତି । ଗତ ସଂସ୍କରଣରେ ଟ୍ରେଭିସ ହେଡଙ୍କ ସହ ଓପିନଂ କରି ଅଭିଷେକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।…

ଆଇପିଏଲ ଖେଳାଳିରୁ ଅମ୍ପାୟାର; ଦିନେ ବିରାଟ ସହ ମିଶି ଜିତାଇଥିଲେ ବିଶ୍ବକପ୍

ନୂଆଦିଲ୍ଲୀ: IPL2025 ପାଇଁ ସବୁ ସେଟ୍ ହୋଇସାରିଣି । ମେଗା ଲିଗ୍ ୨୨ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ପୁରୁଣା ସାଥୀ ଖେଳାଳି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଣ୍ଡର -19 ବିଶ୍ୱକପରେ ବିରାଟଙ୍କ ସହ ଖେଳିଥିଲେ ସେହି ଖେଳାଳି ଏବଂ ଶ୍ରେଷ୍ଠ…

ନକ୍ସଲ କ୍ୟାମ୍ପରେ ଛନକା : ଜଙ୍ଗଲ ଭିତରେ ଗଡ଼ିଲା 30 ମୁଣ୍ଡ, ଶାହ କଲେ ପ୍ରଶଂସା

ଭୁବନେଶ୍ୱର: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଅପରେସନ କରି ୩୦ ନକ୍ସଲଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ ୪ ନକ୍ସଲ ପ୍ରାଣ…

ପୁରୀରେ ହେବ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ (ସିଏଲଏସ୍) ସ୍ଥାପନ କରିବା ପାଇଁ ଯୋଜନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୁଧବାର ଅନୁଷ୍ଠିତ ଏକ…

ଭାରତ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ‘ଏକ୍ସ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଅଧିନରେ ଥିବା ଏକ୍ସ କର୍ପ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ସରକାରଙ୍କ ଆଇଟି ଆଇନ ଧାରା 79(3)(b) ଉପରେ ପ୍ରଶ୍ନ ଉଠା ଯାଇଛି। ଏହି ନିୟମ ବେଆଇନ ଅଟେ ଓ ଏହା ଅଯଥା ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରି ସମସ୍ତ…