ଆସୁଛି ‘ସୁଭଦ୍ରା’ର ନୂଆ ରୂପ, ଏଣିକି ଗରିବ ଝିଅଙ୍କ ବିବାହ କରାଇବେ ସରକାର
ଭୁବନେଶ୍ୱର: ସରକାର ମହିଳା ଏବଂ ଝିଅମାନଙ୍କ ପାଇଁ ଅନେକ ନୂତନ ପଦକ୍ଷେପ ସହିତ 'ସୁଭଦ୍ରା ପ୍ଲସ୍' ଆରମ୍ଭ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ ବେଳେ ପ୍ରକାଶ କରିଥିଲେ।
ଯାହା ଫଳରେ ସରକାର 'କିଶୋରୀ ସୁଭଦ୍ରା', 'ସୁଭଦ୍ରା ସଂଚୟ', 'ସୁଭଦ୍ରା ସୁରକ୍ଷା', 'ସୁଭଦ୍ରା…