କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
ଗ୍ଲାସଗୋ: ଗ୍ଲାସଗୋଠାରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ର ୧୦ମ ଦିନ ଶନିବାର ଭାରତ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଭାରତୀୟ ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ଦିନରେ ମୋଟ ୮ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିମଧ୍ୟରୁ ୭ଟି ସ୍ୱର୍ଣ୍ଣ ବକ୍ସିଂରୁ ଆସିଥିବା ବେଳେ ୧ଟି…