Latest Odisha News

BREAKING NEWS

ସେମାନେ ମୋତେ ମାରିବାକୁ ଚାହୁଁଥିଲେ… ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ସାମ୍ନାକୁ ଆସିଲା ଏହି ବୟାନ

କୋଲକତା: ଶନିବାର ଦିନ ସୋନାପୁରରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ ଉପରେ ଆକ୍ରମଣ ହୋଇଛି । ଅଭିଷେକ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ବିଜେପି ସଦସ୍ୟମାନେ କରିଥିବା ଜଣାପଡିଛି । ସେ କହିଛନ୍ତି, " ଆକ୍ରମଣକାରୀମାନେ ମୋତେ ହତ୍ୟା କରିବାକୁ ଚାହୁଁଥିଲେ । ସମଗ୍ର…

ପଳାଶୁଣି ବ୍ରିଜ ଦୁର୍ଘଟଣା: ହାଇୱା ଡ୍ରାଇଭର ଗିରଫ, ଲାଗିଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ୱର: ପଳାଶୁଣୀ ବ୍ରିଜ୍‌ ଉପରେ ଘଟିଥିବା ଚର୍ଚ୍ଚିତ ସଡ଼କ ଦୁର୍ଘଟଣା ମାମଲାରେ ହାଇୱା ଚାଳକ ଜଗମୋହନ ଭୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। କାର୍‌କୁ ଧକ୍କା ଦେବା ପରେ ଘୋଷାଡ଼ି ନେଇଥିବା ଅଭିଯୋଗକୁ ଗୁରୁତର ଭାବେ ନେଇ ପୋଲିସ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ଯୋଡ଼ିଛି।…

Shital Shasthi:ଶୀତଳ ଷଷ୍ଠୀ ପାଇଁ ୧.୦୮ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ;ଭବ୍ୟତାର ସହ ପାଳନ ପାଇଁ ଏହି ନିଷ୍ପତ୍ତି

ଭୁବନେଶ୍ୱର:ଆଗକୁ ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ପ୍ରତ୍ୟେକ ବର୍ଷ ସମ୍ବଲପୁର ସହରରେ ଏହା ଧୁମଧାମରେ ପାଳିତ ହୁଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ…

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ବିରୋଧ: ଫିଙ୍ଗିଲେ ଅଣ୍ଡା ଓ ଢେଲା, ଶୁଭିଲା ଚୋର ଚୋର ନାରା

କୋଲକାତା: ନିର୍ବାଚନ ହାରିବା ପରେ ଯଦି କିଏ ସବୁଠୁ ଅଧିକ ଟ୍ରୋଲ ହେଉଛନ୍ତି ସେ ହେଉଛନ୍ତି ଟିଏମସି ସାଂସଦ ଅଭିଶେଖ ବାନାର୍ଜୀ । ଘର ବାହାରେ ଚୋର ଚୋର ନାରା ଦେଉଛନ୍ତି ଏହାରି ଭିତରେ କିନ୍ତୁ ଲୋକଙ୍କ ସାମ୍ନାରେ ପଡି ଅଡୁଆରେ ପଡିଛନ୍ତି ଏହି ନେତା । ତୃଣମୂଳ କଂଗ୍ରେସର ବରିଷ୍ଠ…

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଅଭିଯୁକ୍ତ ଜଣକ ଆଉ କେହି ନୁହଁ ସେହି ଅଫିସରେ କାମ କରୁଥିବା ଜଣେ କମ୍ପ୍ୟୁଟର ବିଭାଗ କର୍ମଚାରୀ । ତେବେ ଏହି କାମରେ ଆଉ ଜଣେ…

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଗାନ୍ଧୀ ବନାମ ଗଡସେଙ୍କ କାହାଣୀ, ଫିଲ୍ମ ‘କୌନ ସହି’

ମୁମ୍ବାଇ: ୨୦୨୬ ମସିହାରେ ମୁକ୍ତିଲାଭ କରିବାକୁ ଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, "କୌନ ସହି", ଭାରତୀୟ ଇତିହାସର ସବୁଠାରୁ ସମ୍ବେଦନଶୀଳ ଏବଂ ବିବାଦୀୟ ବୈଚାରିକ ଦ୍ୱନ୍ଦ୍ୱ ମଧ୍ୟରୁ ଗୋଟିଏକୁ ବଡ଼ ପରଦାରେ ଆଣିବାକୁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀ ଏବଂ ନାଥୁରାମ ଗଡସେଙ୍କ…

ମାଲକାନଗିରିରେ ଚଢ଼ା ଦରରେ ବିକ୍ରି ହେଉଛି ପେଟ୍ରୋଲ ଡିଜେଲ, କଳାବଜାରୀକୁ ନେଇ ବଢ଼ିଲା ଚିନ୍ତା

ମାଲକାନଗିରି: ଜିଲ୍ଲାରେ ଇନ୍ଧନ ସଂକଟ ଗଭୀର ହେଉଥିବା ବେଳେ ପେଟ୍ରୋଲ ଓ ଡିଜେଲର କଳାବଜାରୀ ନେଇ ଅଭିଯୋଗ ବଢ଼ିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ଅଭାବ ଦେଖାଦେବା ପରେ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି। …

ଆଗାମୀ ୪-୫ ଦିନରେ ଆହୁରି ଆଗକୁ ବଢ଼ିବ ମୌସୁମୀ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର ଆହୁରି କିଛି ଅଞ୍ଚଳ, ଲକ୍ଷଦ୍ୱୀପ ଦ୍ୱୀପପୁଞ୍ଜ, କେରଳ ଏବଂ ତାମିଳନାଡୁର କିଛି ଅଂଶକୁ ଅଗ୍ରସର ହେବାର…

ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ; ଜୁନ୍ ୩କୁ କାହିଁକି ବାଛିଲେ

ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଶିବକୁମାରଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ଭେଟି ଶପଥ ଗ୍ରହଣ ସମାରୋହ ବିଷୟରେ ଆଲୋଚନା କରିବେ। ସୂତ୍ରରୁ…

SC Dowry Case: ଯୌତୁକ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ, “ବନ୍ଦ ହେଉ ବୋହୂ ଏବଂ ତାଙ୍କ ପରିବାର ପ୍ରତି…

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟ ଏକ କଠୋର ମନ୍ତବ୍ୟ ଜାରି କରି କହିଛନ୍ତି ଯେ ବିବାହ ପରେ ଝିଅ ଏବଂ ତାଙ୍କ ପରିବାରକୁ ଅସମ୍ମାନ କରିବା ଗ୍ରହଣୀୟ ନୁହେଁ। ପୁଅମାନେ କାହିଁକି ଝିଅମାନଙ୍କୁ ବିବାହ କରନ୍ତି ଏବଂ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଅସମ୍ମାନ କରନ୍ତି?…