ବାଂଲାଦେଶରେ ହିନ୍ଦୁ ଯୁବକ ଜୀବନ୍ତ ଦଗ୍ଧ; ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ…
ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି। କ୍ରମାଗତ ଭାବେ ହିନ୍ଦୁମାନଙ୍କ ହତ୍ୟା ନେଇ ମଧ୍ୟ ଅଭିଯୋଗ କରାଯାଉଛି।
ରିପୋର୍ଟ ଅନୁଯାୟୀ, ବାଂଲାଦେଶର ନରସିଙ୍ଗଡି ଜିଲ୍ଲାରେ ଏକ ଗ୍ୟାରେଜ ଭିତରେ ଜଣେ ୨୩ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା…