ଅନୁଗୋଳ କୋର୍ଟକୁ ବୋମା ଧମକ: ବଢିଲା ସୁରକ୍ଷା ବ୍ୟବସ୍ଥା, ଖୋଳତାଡ଼ ଜାରି
ଅନୁଗୋଳ: ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏକ ଅଜ୍ଞାତ ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିଛି । ଗତ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟରେ ଜିଲ୍ଲା ଜଜ୍ଙ୍କ ସରକାରୀ ମେଲ୍କୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା ।
ଆଜି ସକାଳେ…