ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି, ଅନେକ ଗାଁ ଜଳମଗ୍ନ…
ନୂଆଦିଲ୍ଲୀ: ଆସାମର ଶିବସାଗର, ଗୋଲାଘାଟ, ଜୋରହାଟ, ନାଗାଓଁ ଏବଂ ଚରାଇଦେଓ ଜିଲ୍ଲା ବନ୍ୟାରେ ବୁଡ଼ି ରହିଛି। ଯାହା ଫଳରେ ରାଜ୍ୟରେ ଏବେ ବି ୧.୯୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଉ ଏବେ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି।
ଗୁରୁବାର ଠାରୁ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଥିବା ବେଳେ…