କେତେ ସମୟ ବସୁଛନ୍ତି ? ୧…. ୪ ନା ୮ ଘଣ୍ଟା, ଖୁବ ଶୀଘ୍ର ଆକାନ୍ତ କରିବ ଏହୁ ସବୁ ରୋଗ
ଭୁବନେଶ୍ୱର: ଆମେ ଦିନର ଅଧିକାଂଶ ସମୟ ବସି ବସି କାଟିଦେଉ, ଅଫିସ୍ ହେଉ କି ଘର। ଅଫିସ୍ରେ ଲ୍ୟାପଟପ୍ ଆଗରେ, ଗାଡ଼ି ଚଳାଇବା ସମୟରେ କିମ୍ବା ଘରେ ଟିଭି ଦେଖୁ ଦେଖୁ ଆମେ ବସି ହିଁ ରହୁ। ଏହା ଆପଣଙ୍କୁ ସାଧାରଣ ଲାଗିପାରେ, କିନ୍ତୁ ଧୀରେ ଧୀରେ ଏହି ଅଭ୍ୟାସ ଅନେକ ରୋଗର ମୂଳ ହୋଇଯାଏ।…