ଇସଲାମ ଧର୍ମରେ ରମଜାନ ମାସର କ’ଣ ରହିଛି ଗୁରୁତ୍ଵ?
ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ “ରୋଜା” ଅର୍ଥାତ ଉପବାସ ରଖାଯାଇଥାଏ । ମୁସଲମାନ ଭାଇ ଓ…