ଡେଷ୍ଟିନେସନ ୱେଡିଂ କରିବେ ମାହାଙ୍ଗା ବିଧାୟକ, ଟ୍ରେନି ଓଏଏସ୍ ଅଧିକାରୀଙ୍କ ବନିବେ ଜୀବନ ସାଥି
କଟକ: ମାର୍ଚ୍ଚ ୨ ତାରିଖରେ ରାଜସ୍ଥାନ ଜୟପୁରର ଏକ ରିସର୍ଟରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହେବେ।
୪୬ ବର୍ଷୀୟ ଏହି ସ୍ୱାଧୀନ ବିଧାୟକ ଜଣକ କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳର ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳ (୨୭)ଙ୍କୁ ବିବାହ…