କେନ୍ଦ୍ରମନ୍ତ୍ରୀ ଶିବରାଜଙ୍କ ପରେ ଏୟାର ଇଣ୍ଡିଆ ଉପରେ ବର୍ଷିଲେ ବିଜେପି ନେତା ଜୟଦୀପ ଶେରଗିଲ୍
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପରେ ଏବେ ବିଜେପି ମୁଖପାତ୍ର ଜୟଦୀପ ଶେରଗିଲ୍ ଏୟାର ଇଣ୍ଡିଆର ଅବ୍ୟବସ୍ଥା ଉପରେ କ୍ରୋଧି ପ୍ରକାଶ କରିଛନ୍ତି । ସେ ଏହାକୁ ସବୁଠାରୁ ଖରାପ ବିମାନ କମ୍ପାନୀ ବୋଲି କହିଥିଲେ । ଜୟଦୀପ ଶେରଗିଲ ମଧ୍ୟ ଏୟାର ଇଣ୍ଡିଆର ଭଙ୍ଗା ସିଟ୍ ଦେଖି ବହୁତ…