ସୈନିକ ସ୍କୁଲ ସ୍ଥାନାନ୍ତରଣ ନେଇ ତେଜୁଛି ଆନ୍ଦୋଳନ
ଭୁବନେଶ୍ୱର: ସୈନିକ ସ୍କୁଲ ସ୍ଥାନାନ୍ତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଙ୍ଘ, ଗାଡ଼କଣ ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଗୁରୁତ୍ୱପୂର୍ଣ ବୈଠକ ହୋଇଛି।
ଭୁବନେଶ୍ୱର ଗାଡ଼କଣ ଠାରେ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ…