ଅପରାଧ ରୋକିବେ ସାଇବର୍ କମାଣ୍ଡୋ
କଟକ: ସାରା ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ। ବିଭିନ୍ନ ଢାଞ୍ଚାରେ ସାଇବର ଲୁଟେରା ଲୁଟିବାରେ ଲାଗିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଥାନାରେ ସାଇବର ଅପରାଧ ଅଭିଯୋଗ ବୃଦ୍ଧି ପାଉଛି। ତଦନ୍ତ ପ୍ରକ୍ରିୟାରେ ଉନ୍ନତି ପାଇଁ ଆଗାମୀ ଦିନରେ ସାଇବର ଅପରାଧ ତଦନ୍ତରେ ରାଜ୍ୟ ପୁଲିସ୍…