ସିଙ୍ଗଡା ଭିତରେ ବ୍ଲେଡ୍, ଥାନାରେ ଏତଲା
ଜୟପୁର: ଗତ କିଛି ମାସ ଧରି ଖାଦ୍ୟ ସାମଗ୍ରୀରୁ ବିପଜ୍ଜନକ ପଦାର୍ଥ ବାହାରିବାର ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଶୁଣି ଆପଣ ବିଶ୍ଵାସ ମଧ୍ୟ କରିପାରିବେନି। ରାଜସ୍ଥାନର ଟୋଙ୍କ ଜିଲ୍ଲାର ନିୱାଇ ସହରର ଥିବା ଏକ ଦୋକାନର ସିଙ୍ଗଡାରୁ ବ୍ଲେଡ ଖଣ୍ଡ…