ଏବେ ଅତି ସହଜରେ ରାସନ କାର୍ଡରେ ଯୋଡିପାରିବେ ନୂତନ ସଦସ୍ୟଙ୍କ ନାମ, ଜାଣନ୍ତୁ…
ଭୁବନେଶ୍ଵର: ମେରା ରାସନ୍ ଆପ୍ ୨.୦ ମାଧ୍ୟମରେ ରାସନ୍ କାର୍ଡରେ ନୂତନ ସଦସ୍ୟଙ୍କ ନାମ ଯୋଡିବା ଏବେ ଡିଜିଟାଲ୍ ହେବା ସହ ସମ୍ପୁର୍ଣ୍ଣ ମାଗଣା ଏବଂ ସରଳ ହୋଇଛି । କେବଳ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ, ଓଟିପି ଯାଞ୍ଚ କରନ୍ତୁ । ତାହା ବି ସମ୍ପୁର୍ଣ୍ଣ ସହଜରେ, ଏବଂ ଆବେଦନ ସ୍ଥିତିକୁ…