ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍ କରୁଛି ଏକ୍ୟୁଆଇ
ଭୁବନେଶ୍ୱର(ଅଭିନୟ ଆଦିତ୍ୟ ନାୟକ ): ରାଜ୍ୟରେ ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ବାୟୁର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ୨୮ଟି ସ୍ଥାନରେ ମନିଟରିଂ କରାଯାଉଥିବା ବେଳେ ୫ଟି ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ଚିନ୍ତା ବଢ଼ାଇଛି। ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନ…