Latest Odisha News

BREAKING NEWS

‘ବିଏସକେଓ୍ବାଇରେ ହୋଇଛି ଦୁର୍ନୀତି, ଖୁବଶୀଘ୍ର ତଦନ୍ତ ହେବ’

ଭୁବନେଶ୍ବର: ପୂର୍ବ ସରକାରଙ୍କ ବିଏସକେଓ୍ବାଇ କାର୍ଡରେ ଦୁର୍ନୀତି ହୋଇଛି । ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବା ପରେ ଏହାକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷି କିଛି ଏପରି କହିଛନ୍ତି…

ଅନନ୍ୟ କଳାକୃତି; ମକର ସଂକ୍ରାନ୍ତି ଅବସରରେ ସାମ୍ନାକୁ ଆସିଲା କ୍ଷୁଦ୍ରତମ ସୁନାର ଗୁଡି

ହାଇଦ୍ରାବାଦ: ସାରା ଦେଶରେ ମକର ସଂକ୍ରାନ୍ତି ଧାର୍ମିକ ଉତ୍ସାହ ସହିତ ପାଳନ କରାଯାଉଛି । କୋଲକାତାର ବାବୁ ଘାଟରୁ ବାରାଣସୀର ଗଙ୍ଗା ଘାଟ ଏବଂ ହରିଦ୍ୱାରର ହର କୀ ପୌଡ଼ି ପର୍ଯ୍ୟନ୍ତ, ଭକ୍ତମାନେ ଶୀତକୁ ଖାତିର ନକରି ପବିତ୍ର ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି । ମଙ୍ଗଳବାର ଦେଶର ହଜାର ହଜାର…

ମାର୍ଚ୍ଚ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏବେ ମହାପ୍ରଭୁଙ୍କ ମକର ନୀତିକାନ୍ତି ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିବା ବେଳେ ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା…

ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ଜିଓ ସେବା ଆରମ୍ଭ

ନୂଆଦିଲ୍ଲୀ: ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ୫ଜି ସେବା ଆରମ୍ଭ କରିଛି । ଭାରତୀୟ ସେନାର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଓ ଟେଲିକମ୍ ଏବଂ ଭାରତୀୟ ସେନା ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ…

କଟକ ଐତିହ୍ୟ ପଦଯାତ୍ରାରେ ‘ମୋ ଅନୁଭୂତିର କଟକ’

କଟକ: କଟକ ଐତିହ୍ୟ ପଦଯାତ୍ରାର କଟକୀ ଖଟିର ୪୦ତମ ଅଧିବେଶନ ଓଡିଶା କ୍ରିକେଟ୍ ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକର ସ୍ବନାମଧନ୍ୟ ସଂସ୍କୃତି ପ୍ରେମୀ, ବିଶିଷ୍ଠ କବି ତଥା ଲେଖକ ଶୈଳଜ ରବି ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କର "ମୋ…

ପୋଲିସ ନିଷ୍କ୍ରିୟତାକୁ ନେଇ ବର୍ଷିଲେ, ଚୋରା ବାଲି ଗାଡ଼ି ଧରି ପୋଲିସ ଜିମା ଦେଲେ ଖଣି ମନ୍ତ୍ରୀ

ନୟାଗଡ: ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୋଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତକାଲି ପୌଷ…

ଗାଁ ନଈରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ: ପାଣିରେ ଖୁବ୍ ବୁଡିଲେ, ଆଉ ଖେଳିଲେ..

କେନ୍ଦୁଝର:ଗାଁ ନଈରେ ମହାଆନନ୍ଦରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ । ପାଣିରେ ମନ ଇଚ୍ଛା ବୁଡିଲେ । ଆଉ ସେଠି ଉପସ୍ଥିତ ଲୋକଙ୍କ ଉପରକୁ ପାଣି ମଧ୍ୟ ଫୋପାଡିଲେ । ଆଜି ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇ କିଛି ଏପରି ଅନ୍ଦାଜରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସକାଳୁ…

ଗୁଗୁଲରେ ସର୍ଚ୍ଚ କରନ୍ତୁ ମହାକୁମ୍ଭ, ଆଉ ଦେଖନ୍ତୁ ମ୍ୟାଜିକ

ଭୁବନେଶ୍ଵର: ଆସ୍ଥା ଓ ବିଶ୍ବାସର ମହାମେଳା ମହାକୁମ୍ଭମେଳା । ପ୍ରୟାଗରାଜକୁ ଛୁଟୁଛି ଦେଶ ତଥା ବିଦେଶରୁ କୋଟି କୋଟି ଭକ୍ତଙ୍କ ଭିଡ । ଲକ୍ଷାଧିକ ସଂଖ୍ୟକ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ବିଦେଶୀଭକ୍ତଙ୍କ ଗହଣରେ ଗତକାଲିଠୁ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଗତକାଲିଠୁ ଆରମ୍ଭ ହୋଇଥିବା ଏହି ମେଳା…

ଦିଲ୍ଲୀରୁ ଫେରି ସିଧା ପୂର୍ବ ସରକାରଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ହୀନ ମାନସିକତା….’

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର…

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଧାଡ଼ିରେ ଯିବେ ଭକ୍ତ

ପୁରୀ: ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ…