Latest Odisha News

BREAKING NEWS

Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି

ରାଉରକେଲା: ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗଙ୍କ ଘୋଷଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍‌ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ।…

Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍‌କୁ ‘ଓସଜା’ ପୁରସ୍କାର

ଭୁବନେଶ୍ବର:ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମଜିଏମ୍‌ ଗ୍ରୁପ୍‌କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର…

Diamond Land: ଏଇଠି ଅଛି ବିଶ୍ଵର ଡାଇମଣ୍ଡ ଲ୍ୟାଣ୍ଡ, ହୀରାର ଚମକ୍ ଏବଂ ମୂଲ୍ୟ ଏତେ ଯେ ଫିକା ପଡିଯିବ…

ନୂଆଦିଲ୍ଲୀ: ହୀରାର ନାଁ ଶୁଣିଲେ ପ୍ରଥମେ ଆମ ମନକୁ କୋହିନୁର୍ ଆସେ, ଯାହାର ଚମକ୍ ଏବଂ ମୂଲ୍ୟ ସମସ୍ତଙ୍କୁ ଚକିତ କରିବା ସହ ଆକର୍ଷିତ କରିଥାଏ। କିନ୍ତୁ କ'ଣ ଆପଣ ଜାଣନ୍ତି, ବିଶ୍ୱରେ ଏକ ସ୍ଥାନ ଅଛି ଯାହା ଡାଇମଣ୍ଡ ଲ୍ୟାଣ୍ଡ ନାମରେ ଜଣାଶୁଣା। ଏଠାରେ ପୃଥିବୀରୁ ବାହାରୁଥିବା ହୀରା ବିଷୟରେ…

ଗଞ୍ଜାମର ୨୫ରୁ ଊର୍ଦ୍ଧ୍ବ ସ୍ଥାନରେ ଇଡି ଚଢ଼ାଉ; ୨.୬୩ କୋଟି ଜବତ

ଭୁବନେଶ୍ୱର: ବେଆଇନ ଖଣି ଏବଂ ସମ୍ପୃକ୍ତ ମନି ଲଣ୍ଡରିଂ କାର୍ଯ୍ୟକଳାପର ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗଞ୍ଜାମ ଜିଲ୍ଲାର ୨୫ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨.୬୩ କୋଟି ଟଙ୍କା ନଗଦ ଏବଂ ଅନେକ ବେନାମୀ ଯାନ ଜବତ କରିଛି। କେନ୍ଦ୍ରୀୟ…

Encounter: ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଜାରି; ଜୈଶ ଆତଙ୍କି ଫସି ରହିଥିବା ଆଶଙ୍କା

ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାରର ସିଙ୍ଗପୋରାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଜାରି। ରିପୋର୍ଟ ଅନୁସାରେ, ଜୈଶ-ଏ-ମହମ୍ମଦ ଆତଙ୍କବାଦୀର ସଦସ୍ୟମାନେ ଏହି ଅଞ୍ଚଳରେ ଫସି ରହିଥିବା ସମ୍ଭାବନା ରହିଛି । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଉଛନ୍ତି।…

Rastrapati Bhawan: ୪୫ ଲକ୍ଷ ଇଟା, ୩୪୦ କୋଠରୀ, ନିର୍ମାଣ ପାଇଁ ଲାଗିଥିଲା ୧୭ ବର୍ଷ…ଏଥିପାଇଁ ସାରା ବିଶ୍ଵରେ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରପତି ଭବନ ସୁନ୍ଦର ଏବଂ ଭବ୍ୟ ଦେଖାଯାଏ, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ରାଷ୍ଟ୍ରପତି ଭବନ ଭିତରେ କେଉଁ ବୈଶିଷ୍ଟ୍ୟ ଏହାକୁ ଅନନ୍ୟ କରିଥାଏ? ରାଷ୍ଟ୍ରପତି ଭବନ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ରାଷ୍ଟ୍ରପତିଙ୍କ ବାସଭବନ। ପୂର୍ବରୁ,…

Home Remedies: ଆପଣ ମୁହଁରେ ହଳଦୀ ଏବଂ ଦହି ସହିତ ବେସନ ଲଗାଉଛନ୍ତି କି?, ହୋଇପାରେ କିଛି ଏମିତି…

ଭୁବନେଶ୍ୱର: ଲୋକମାନେ ଉତ୍କୃଷ୍ଟ ଚର୍ମ ଯତ୍ନ ପାଇଁ ବିଭିନ୍ନ ଘରୋଇ ଉପଚାର ବ୍ୟବହାର କରନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମୁହଁରେ ବେସନ, ହଲଦି ଏବଂ ଦହିର ମିଶ୍ରଣ ବ୍ୟବହାର କରିବା। ଯାହା ପ୍ରାୟତଃ ପ୍ରତ୍ୟେକ ରୋଷେଇ ଘରେ ଥିବା ବେଳେ, ପ୍ରତ୍ୟେକ ଝିଅ ହେଉବା ପୁଅ ଏହାକୁ ବ୍ୟବହାର କରିଥିବେ।…

Religious Place: ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ବଜାୟ ରଖିବାକୁ କଠୋର ନିଷ୍ପତ୍ତି ନେଲେ…

ଡେରାଡୁନ୍: ଧାର୍ମିକ ସ୍ଥଳରେ ମୋବାଇଲ ଫୋନ୍ ର ବହୁଳ ବ୍ୟବହାରକୁ ନେଇ କଠୋର ହୋଇଛନ୍ତି ଉତ୍ତରାଖଣ୍ଡ ସରକାର । ଧାର୍ମିକ ସ୍ଥଳରେ ରିଲ୍‌ ଏବଂ ବ୍ଲଗ କରିବା ନେଇ ଦିନକୁ ଦିନ ବହୁ ବିବାଦ ବଢୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ…

Subhadra Yojana: ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ, ଜାନୁଆରୀ ୧୮ ପରିବର୍ତ୍ତେ ଏହି ଦିନ ମିଳିବ ସୁଭଦ୍ରା ଟଙ୍କା..

ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୂର୍ବରୁ ଜାନୁଆରୀ ୧୮ ଅର୍ଥାତ୍ ଆଜିର ଦିନରେ ସୁଭଦ୍ରା ଟଙ୍କା ମିଳିବାକୁ ଥିବାବେଳେ, ଏଥିରେ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି । ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ…

ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଏନସିସି କ୍ୟାଡେଟ୍, କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ହାତରେ..

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଦେଶ ପାଳିବ ଗଣତନ୍ତ୍ର ଦିବସ । ଚଳିତ ବର୍ଷ, ପ୍ରଥମ ଥର ପାଇଁ, ୨୦୨୬ ଗଣତନ୍ତ୍ର ଦିବସ ପରେଡରେ କର୍ତ୍ତବ୍ୟ ପଥରେ NCC କ୍ୟାଡେଟମାନଙ୍କୁ ହାତରେ ଖଣ୍ଡା ଧରି ମାର୍ଚ୍ଚପାଷ୍ଟ କରୁଥିବାର ଦେଖିବାକୁ ମିଳିବ । ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ କହିଛନ୍ତି…