Latest Odisha News

BREAKING NEWS

ସାମ୍ବାଦିକଙ୍କ ପେନସନ ସହ କାର୍ଯ୍ୟକାରୀ ହେଉ ସାମ୍ବାଦିକ ସୁରକ୍ଷା ଆଇନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ। ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ…

ଏମିତି ଦେଶ… ବାପା ଝିଅଙ୍କ ପଡେ ହାତଗଣ୍ଠି!

ନୂଆଦିଲ୍ଲୀ: ବିଶ୍ବରେ ଥିବା ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ପରିଚିତ । ସେଥିପାଇଁ କୁହାଯାଏ ବିବିଧତା ମଧ୍ୟରେ ସମାନତା । କିନ୍ତୁ କିଛି କିଛି ଜାତି କିମ୍ବା ସମ୍ପ୍ରଦାୟର ଏମିତି କିଛି ଅଜବ ପରମ୍ପରା ରହିଛି ଯାହା ଦେଖିଲେ ତାଜୁବ ଲାଗେ । ଏହା ଶୁଣିଲେ ମଧ୍ୟ ଆମ ମନ…

ବ୍ଯକ୍ତିଗତ ସ୍ବାର୍ଥ ପାଇଁ ମହିଳା ଆଇନର ଦୁରୂପଯୋଗ କରନ୍ତୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ତାଙ୍କ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେବା ଏବଂ ଆତ୍ମହତ୍ୟା କରିବାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖାଦେଇଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏକ ପୃଥକ ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ବିବାହ…

ଏହି ସବୁ ପର୍ବତ ଶିଖର ଚଢିବାକୁ ନାହିଁ ଅନୁମତି, ଏହା ପଛର କାରଣ କ’ଣ?

ଆପଣ ନିଶ୍ଚିତ ଭାବରେ ପର୍ବତାରୋହୀମାନେ ବଡ଼ ପର୍ବତକୁ ଭେଦ କରି ସଫଳତାର ସହ ଶିଖର ଚଢିଥିବା ବିଷୟରେ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି ପର୍ବତାରୋହୀମାନଙ୍କୁ ପୃଥିବୀର ଅନେକ ପର୍ବତ ଉପରକୁ ଯିବାକୁ ଅନୁମତି ନାହିଁ। ଏହି ତାଲିକାରେ କୈଳାଶ, କଞ୍ଜନଜଙ୍ଘାଠାରୁ ଗାନ୍ଧର ପେନ୍ସମ୍ ଭଳି ନାମ…

ସରିଲା ଶୀତ ଅଧିବେଶନ! ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି…

ଭୁବନେଶ୍ବର: ସରିଲା ଶୀତକାଳୀନ ଅଧିବେଶନ । ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଗତ ନଭେମ୍ବର ୨୬ରେ ଆରମ୍ଭ ହୋଇଥିଲା ବେଳେ ଆଜି ଶେଷ ହୋଇଛି । ଆହୁରି ୨୦ ଦିନ ବାକି ଥିବା ବେଳେ ଆଜି ଅଧିବେଶନର ୧୨ ତମ ଦିନରେ ଏହା ଶେଷ ହୋଇଚି । ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି…

ମତ୍ସଜୀବୀ ହେବେ ଉପକୃତ: ମନ୍ଦିରା ଡ୍ୟାମରେ ଛଡାଗଲା ୧.୪ଲକ୍ଷ ଯାଁଳ

ରାଉରକେଲା: ମତ୍ସଜୀବୀଙ୍କ ଉନ୍ନତମାନର ଜୀବିକା ନିର୍ବାହ ପାଇଁ ଆରଏସପି ନେଇଛି ସୁନ୍ଦର ପଦକ୍ଷେପ । ଆରଏସପି ପକ୍ଷରୁ ଓଡିଶା ସରକାରଙ୍କ ମତ୍ସ ବିଭାଗର ସହଯୋଗରେ ମନ୍ଦିରା ଜଳଭଣ୍ଡାରରେ ୧.୪ଲକ୍ଷ ମାଛ ଯାଁଳ ଛଡାଯାଇଛି । ପ୍ରାୟ ୨ଲକ୍ଷ ମୂଲ୍ୟର ଯାଁଳକୁ ଲାଇଙ୍ଗ ଓ ଡୁମେରଜୋର ଅଞ୍ଚଳରେ ଛଡାହୋଇଛି ।…

ଏକ କପ୍ କଫି ବଢାଏ ଆପଣଙ୍କ ଆୟୁଷ !

ପ୍ରାୟ ଅଧିକାଂଶ ଲୋକେ କଫି ସହିତ ନିଜ ଦିନ ଆରମ୍ଭ କରନ୍ତି। ଯଦି ଆପଣ ସକାଳେ ଏକ କପ୍ କଫି ପିଇବାକୁ ପାଆନ୍ତି, ତେବେ ଆପଣଙ୍କ ଶରୀର ସତେଜ ହୋଇଯାଏ। ଶରୀରକୁ ସତେଜତା ଆଣିବା ପାଇଁ କଫି ହେଉଛି ସର୍ବୋତ୍ତମ ପାନୀୟ। ଏକ କପ୍ କଫି ଆପଣଙ୍କୁ ଶକ୍ତିଶାଳୀ ଅନୁଭବ କରାଏ। କିଛି ଲୋକ ଦିନକୁ ଅନେକ ଥର…

ଏଣିକି ଘର ନିର୍ମାଣ ହେବ ଆହୁରି ମହଙ୍ଗା.. ଜାଣନ୍ତୁ କାରଣ କ’ଣ?

ଭୁବନେଶ୍ବର: ଏଣିକି ମହଙ୍ଗା ହେବ ଘର ନିର୍ମାଣ । କାରଣ ଆହୁରି ବଢିବ ସିମେଣ୍ଟ ଦର । ୨୦୨୫ର ଦ୍ବିତୀୟାର୍ଦ୍ଧରେ ଭାରତୀୟ ସିମେଣ୍ଟ ଦର ୪ ପ୍ରତିଶ୍ରତକୁ ବୃଦ୍ଧି ପାଇବା ନେଇ ସିଏଲଏସଏ ସୂଚନା ଦେଇଛି ।  ଯାହା ପାନ ଇଣ୍ଡିଆ ଡିଲର କମ୍ପାନୀଗୁଡିକ, ଯେଉଁମାନଙ୍କ ମାର୍ଜିନରେ ହ୍ରାସ ଘଟିଥିଲା,…

ବୋରୱେଲ୍ ଭିତରେ ଜୀବନ, ଉଦ୍ଧାର ହୋଇପାରୁନି ୫ ବର୍ଷର ବାଳକ

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର ୫ ବର୍ଷର ବାଳକ ଆର୍ୟନ ବୋରୱେଲରେ ପଡ଼ିବାର ପ୍ରାୟ ୪୮ ଘଣ୍ଟା ହୋଇସାରିଲାଣି। ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍ ଟିମ୍। ସୂଚନା ଅନୁଯାୟୀ, ବୋରୱେଲଠାରୁ ପ୍ରାୟ ୬ ଫୁଟ ଦୂରରେ ୧୫୫ ଫୁଟର ଏକ ନୂଆ ଗାତ ଖୋଳାଯାଉଛି। ସୱାଇ ମାଧୋପୁରରୁ…

କ୍ଷମା ସହ ପ୍ରତ୍ୟର୍ପଣ ହେବେ ୭୮ ବାଂଲାଦେଶୀ

ପାରାଦୀପ: କୋଷ୍ଟଗାର୍ଡ ପକ୍ଷରୁ ୭୮ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଥିବା ଘଟଣା । ଆଜି ପାରାଦୀପ ଥାନାରେ ଆସି ପହଁଚିଛନ୍ତି ସମସ୍ତ ବାଙ୍ଗଲାଦେଶୀ । ହେଲେ ସେମାନଙ୍କ ବିରୋଧରେ ହେବନି ମାମଲା ରୁଜୁ । ସେମାନଙ୍କୁ କ୍ଷମା ସହ ପ୍ରତ୍ୟର୍ପଣ କରାଇବ ଭରତୀୟ କୋଷ୍ଟଗାର୍ଡ । ଅନ୍ତର୍ଜାତୀୟ ସୀମାରେ…