Latest Odisha News

BREAKING NEWS

ଫିଟନେସ୍ ଫ୍ରିକ୍ ଯୁବକମାନେ କାହିଁକି ହୃଦ୍‌ଘାତର ସମ୍ମୁଖୀନ ହେଉଛନ୍ତି?

ଆମେ ସମସ୍ତେ ଜାଣୁ ଯେ ଧମନୀରେ ଅବରୋଧ ଏବଂ ରକ୍ତ ଜମାଟ ବାନ୍ଧିବା କାରଣରୁ ହୃଦଘାତ ହୁଏ। ଯେତେବେଳେ ଧମନୀ ବ୍ଲକ ହୋଇଯାଏ, ରକ୍ତ ପ୍ରବାହିତ ହୁଏ ନାହିଁ ଏବଂ ହୃଦଘାତ ହୁଏ। ବିଶେଷକରି ଯେଉଁମାନେ ଆଥଲେଟ୍ ଅଟନ୍ତି କିମ୍ବା କ୍ରୀଡ଼ାରେ ବହୁତ ସକ୍ରିୟ ଅଟନ୍ତି, ସମସ୍ତ ବ୍ୟାୟାମ ଏବଂ ଅନୁଶାସନ…

ତ୍ବଚା ସମସ୍ୟାର ହେବ ଅନ୍ତ; ଲଗାନ୍ତୁ କମଳା ଚୋପାରେ ପ୍ରସ୍ତୁତ ଫେସ୍ ପ୍ୟାକ୍ 

ନୂଆଦିଲ୍ଲୀ: ଭିଟାମିନ୍ ସି ଏବଂ କ୍ୟାଲସିୟମରେ ଭରପୂର ଅଟେ କମଳା । କିନ୍ତୁ ଆପଣ ଜାଣନ୍ତି କି କମଳା ସହିତ ଏହାର ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ । ଚର୍ମର ଚମକ ବଜାୟ ରଖିବା ପାଇଁ, ଏହି ଚୋପାଗୁଡ଼ିକରୁ ପ୍ରସ୍ତୁତ ଏକ ଫେସ୍ ପ୍ୟାକ୍ ଲଗାନ୍ତୁ । ଏଥିରେ କ୍ୟାଲସିୟମ୍ ଥାଏ,ପୋଟାସିୟମ୍,…

ଡିସେମ୍ବର ୩୧ରେ ଛାତ୍ରଛାତ୍ରୀଙ୍କୁ ମିଳିବ ହାତ ଖର୍ଚ୍ଚ

ଭୁବନେଶ୍ବର: ଆସନ୍ତା ୩୧ ତାରିଖରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କୁ ଡିସେମ୍ବର ଶେଷରେ ଏହି ହାତ ଖର୍ଚ୍ଚ ମିଳିବ । ଏନେଇ ବରଗଡ଼ ଘେଁସରେ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ବଡ ଘୋଷଣା କରିଛନ୍ତି…

ବିଧାନସଭାରେ ଓ୍ବାଲଟିୟର ଝଡ, କେଭି କହିଲେ, ‘ଓଡିଶାରୁ ଇଞ୍ଚିଏ ବି ଯିବନି’

ଭୁବନେଶ୍ବର: ବିଧାନସଭାରେ ୱାଲଟିଅର ଝଡ । ସମାଲୋଚନା କଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ, ସିଧା ସିଧା ଝାଡି ଦେଲେ ଉପମୁଖ୍ୟମନ୍ତ୍ରୀ । ଓ୍ବାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗକୁ ନେଇ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।…

୪୮ ଘଣ୍ଟା ଭିତରେ ସିରିଆ ଉପରେ ୪୮୦ ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ: ସିରିଆରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ କ୍ଷମତାରୁ ହଟାଇବା ପରେ ଇସ୍ରାଏଲ ଦେଶରେ ବ୍ୟାପକ ଏୟାରଷ୍ଟ୍ରାଇକ କରିବାରେ ଲାଗିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଘୋଷଣା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ସିରିଆରେ ପ୍ରାୟ ୪୮୦ଟି ଆକାଶ ଏବଂ ସ୍ଥଳଭାଗଗୁଡ଼ିକରେ ଆକ୍ରମଣ…

ଏସବିଆଇ ଅମୃତ ବୃଷ୍ଟି ଯୋଜନା : ୪୪୪ଦିନରେ ହେବେ ଧନୀ, ସୁଯୋଗ କେବଳ ଏତେ ଦିନ ପାଇଁ..

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାକୁ ସୁଯୋଗ ଦେଉଛି। ନିକଟରେ ଏସବିଆଇ ବ୍ୟାଙ୍କ ଅମୃତ ବୃଷ୍ଟି ଯୋଜନା (ଏଫଡି ସ୍କିମ) ଆରମ୍ଭ କରିଛି। ଏହି ସୀମିତ ଅବଧି ସ୍ଥିର ଜମା ଯୋଜନା ୧୬…

ସ୍ତ୍ରୀ-୨’ ଅଭିନେତାଙ୍କୁ ଅପହରଣ, ୧୨ ଘଣ୍ଟା ରଖିଥିଲେ ବନ୍ଧକ… 

ନୂଆଦିଲ୍ଲୀ: 'ସ୍ତ୍ରୀ-୨' ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ନଭେମ୍ବର ୨୦ରେ ମେରଟରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପୂର୍ବରୁ ତାଙ୍କୁ କିଡନାପ୍ କରାଯାଇଥିଲା। ଅଭିନେତା ଜଣକ ଦିଲ୍ଲୀ-ମେରଟ ରାଜପଥରେ ପହଞ୍ଚିବା ମାତ୍ରେ ତାଙ୍କୁ ଅପହରଣ କରି…

ଶ୍ରୀମନ୍ଦିର ଜଗିବେ ସ୍ବତନ୍ତ୍ର ବାଟାଲିୟନ, ସିଧା ନିଯୁକ୍ତି ପାଇବେନି ସୁରକ୍ଷା ବାହିନୀ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଥିବା ବେଳେ ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।…

ସଂସଦରେ ରାହୁଲଙ୍କ ଅଲଗା ଅନ୍ଦାଜ୍, ବଢେଇ ଦେଲେ ଗୋଲାପ…

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନରେ ନିଜର ଭିନ୍ନ ଭିନ୍ନ ଅନ୍ଦାଜ୍ ଦେଖାଇ ସଂସଦ ପରିସରରେ ଶାସକ ବିଜେପି ବିରୋଧରେ ଗର୍ଜୁଛି କଂଗ୍ରେସ । ଆଦାନୀ ଠକେଇ ମାମଲାକୁ ନେଇ ବାରମ୍ବାର ସଂସଦ ବାହାରେ ସରକାରଙ୍କୁ ଘେରୁଛନ୍ତି । କେତେବେଳେ ନାରା ବାଜି କରି ତ ଆଉ କେତେ ବେଳେ ବିଭିନ୍ନ ସ୍ଲୋଗାନ୍…