Latest Odisha News

BREAKING NEWS

ସ୍ପେଲିଂ ଭୁଲ କରି ଫସିଲା ଅପହରଣକାରୀ

ଲକ୍ଷ୍ନୌ: ଉତରପ୍ରଦେଶରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ହରଦୋଇ ଜିଲ୍ଲାରେ ଜଣେ ଅପହରଣକାରୀ ସ୍ପେଲିଂ ଭୁଲ କରି ପୋଲିସ ହାତରେ ଧରା ପଡିଛନ୍ତି । ଆମେ ତୁମ ଛୋଟ ଭାଇ ସନ୍ଦୀପଙ୍କୁ ଅପହରଣ କରିଛୁ ବୋଲି ସଞ୍ଜୟ କୁମାରଙ୍କ ପାଖକୁ ଅଜଣା ନମ୍ବରରୁ ଫୋନ ଆସିଥିଲା । ୫୦୦୦ ଟଙ୍କା ପଠାଇଲେ ଆମେ…

ଫିଲ୍ମ ‘ଏମର୍ଜେନ୍ସି’ର କିଛି ଦୃଶ୍ୟ କଟାଯିବାରୁ ପୁନଃ ଅଭିନୟ କଲେ କଙ୍ଗନା, ବଖାଣିଲେ ନିଜର ଅନୁଭୂତି

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ଏମର୍ଜେନ୍ସି ଚଳଚ୍ଚିତ୍ରରୁ କିଛି ଅଂଶ ହଟାଇବାକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଆଦେଶ ଉପରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା…

ଶିଶମହଲ…ବଢିଲା ଦିଲ୍ଲୀ ସଂଗ୍ରାମ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ମାସେରୁ କମ୍ ସମୟ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ନେଇ ତେଜିଛି ରାଜନୀତି । ଆଲିସାନ ସିଏମ୍ ଆବାସ ବା ବିରୋଧୀଙ୍କ ଭାଷାରେ ଶିଶମହଲକୁ ନେଇ ବିଜେପି ଓ ଆପ୍ ମୁହାଁମୁହିଁ ହୋଇଛନ୍ତି । ବିଜେପି ଲଗାତର ଶିଶମହଲକୁ ନେଇ ଆପକୁ ଆକ୍ଷେପ କରି ଚାଲିଥିବା ବେଳେ…

ପ୍ରବାସୀ ଦେଖିବେ ଏମିତି ଆଇନ ଶୃଙ୍ଖଳା !

ଭୁବନେଶ୍ବର: ଗୋଟେପଟେ ଭୁବନେଶ୍ବରରେ ଆରମ୍ଭ ହୋଇଛି ୩ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଅନ୍ୟପଟେ ରସୁଲଗଡ-ବାଣୀବିହାର ମୁଖ୍ୟ ରାସ୍ତା ଓଭରବ୍ରିଜ ଉପରେ ବୀଭତ୍ସ ହତ୍ୟାକାଣ୍ଡ । ଦିନ କେଇଟା ତଳେ ସମ୍ବଲପୁରରେ ଦୁଇ ବିଜେପି ନେତାଙ୍କୁ ହାଇଓ୍ବା ଧକ୍କାରେ ହତ୍ୟା ଷଡ଼ଯନ୍ତ୍ର ହେଉ କି…

ଦୁନିଆର ସବୁଠୁ ବଡ ସୁନା ଖଣି, ପ୍ରତିବର୍ଷ ବାହାରିଥାଏ ସର୍ବାଧିକ ସୁନା

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦୁନିଆରୁ କେଉଁଠୁ ଅଧିକାଂଶ ସୁନା ବାହାର କରାଯାଏ? ପ୍ରତିବର୍ଷ ବିଭିନ୍ନ ଦେଶରେ ସୁନା ଖନନ ହୁଏ, କିନ୍ତୁ ସର୍ବାଧିକ ସୁନା ବାହାର କରିବାରେ ଚୀନ୍ ଆଗରେ ରହିଛି । ଯଦି ଆମେ ଖଣି ବିଷୟରେ କଥା ହେବା, ଆମେରିକାର ନେଭାଡା ଗୋଲ୍ଡ ମାଇନ୍ ଶୀର୍ଷରେ ରହିଥାଏ । ଏହି…

ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା: କହିଲେ, “‘ଏମରଜେନ୍ସି’ ଆପଣଙ୍କୁ ପସନ୍ଦ ଆସିବ”

ମୁମ୍ବାଇ: କଂଗ୍ରେସ ସାଂସଦଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ଖୁବଶୀଘ୍ର ସିନେମା ହଲକୁ ଆସୁଛି କଙ୍ଗନାଙ୍କ ସିନେମା ‘ଏମରଜେନ୍ସି’ । ଯାହା ପ୍ରିୟଙ୍କାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟର ଏକ…

ଆସାମ କୋଇଲା ଖଣି ଅଘଟଣ: ୩ ଜଣଙ୍କ ମୃତଦେହ ଉଦ୍ଧାର, ଏତଲା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦିଶପୁର: ଜାନୁଆରୀ ୬ ତାରିଖରେ ଆସାମର ଉମରଙ୍ଗସୋରେ ଥିବା ୩୦୦ ଫୁଟ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଖଣି କର୍ମଚାରୀ ଫସିରହିଥିବା ଘଟଣାରେ ଆଜି ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଆସାମ ରାଇଫଲ୍ସ, ଏନଡିଆରଏଫ ଓ ଏସଡିଆରଏଫ…

ଫିଲ୍ମ ‘ସ୍କାଏ ଫୋର୍ସ’ର ଗୀତରେ ଗୀତିକାରଙ୍କୁ ମିଳିଲାନି ଶ୍ରେୟ, ନିର୍ମାତାଙ୍କୁ ମିଳିଲା ଧମକ

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ସ୍କାଏ ଫୋର୍ସ ପାଇଁ ଆଜିକାଲି ହେଡଲାଇନର ଶୀର୍ଷରେ ଅଛନ୍ତି। ଏହି ଚଳଚ୍ଚିତ୍ର ୨୪ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଏହାକୁ ବହୁତ ପସନ୍ଦ କରାଯାଉଛି। ଅନ୍ୟପଟେ ଫିଲ୍ମକୁ…

‘ନୂଆ ସରକାରରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା’, ଘେରିଲା ବିଜେଡି

ଭୁବନେଶ୍ବର: ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । ପୂରା ବିଶ୍ବର ନଜର ଭୁବନେଶ୍ବର ଉପରେ ରହିଛି । ଦେଶବିଦେଶରୁ ପ୍ରବାସୀ ଭାରତୀୟଙ୍କ ଡେରାପଡିଛି ଭୁବନେଶ୍ବରରେ । ହେଲେ ଏଭଳି ସ୍ଥିତିରେ ଆଜି ସକାଳୁ ସକାଳୁ ରାଜଧାନୀ ରାଜରାସ୍ତାରେ, ତାହା ପୁଣି ଏକ ସେଣ୍ଟ୍ରାଲ ପଏଣ୍ଟ ଯାହା ସବୁ ବେଳେ…

୮ ବର୍ଷ ପୁରୁଣା ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ୍ ବନ୍ଦ କରିବ ମେଟା, ଏହାର କାରଣ ମସ୍କ ନୁହଁନ୍ତି ତ?

ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଥାର୍ଡ ପାର୍ଟି ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମେଟା ଏହାର ବ୍ଲଗ୍ ପୋଷ୍ଟରେ କହିଛି ଯେ ଥାର୍ଡ ପାର୍ଟି ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ ବନ୍ଦ କରୁଛି ଏବଂ ଏହାକୁ କମ୍ୟୁନିଟି ନୋଟ୍ସ ସିଷ୍ଟମ ସହିତ…