ଏମକେସିଜିରେ ପୁଣି ଜୁନିୟର ଡାକ୍ତରଙ୍କୁ ରାଗିଂ ଅଭିଯୋଗ
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଖବର ସାମ୍ନାକୁ ଆସିଛି । ଏମକେସିଜିରେ କିଛି ସିନିୟର୍ ଛାତ୍ର ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ସେମାନଙ୍କ କାମ ନକଲେ ବିଭିନ୍ନ ପ୍ରକାରର ଧମକ ଦେଉଛନ୍ତି ।
ଏନେଇ ଏମକେସିଜି…