Latest Odisha News

BREAKING NEWS

ନଦୀରେ ଭାସିଗଲେ ମାଲିକ, ଥଣ୍ଡାକୁ ଖାତିର ନକରି ବରଫରେ ବସି ରହିଛି ଅବୁଝା ‘ବେଲକା’

ମସ୍କୋ: କୁହାଯାଏ ଯେ “କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ”।ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚା ରେ ଅଛି ଯେଉଁଠି ମାଲିକଙ୍କ ପ୍ରତି କୁକୁରର ଅହେତୁକ ପ୍ରେମ ସାରା ବିଶ୍ୱରେ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ତେବେ ଆସନ୍ତୁ ଜାଣିବା କ'ଣ ରହିଛି ପୂରା ଘଟଣା। କିଛି ଦିନ ପୂର୍ବେ ଜଣେ…

ରିଲିଜ ପୂର୍ବରୁ ପୁଷ୍ପା-୨ର ୧୦୦୦ କୋଟିର ବ୍ୟବସାୟ , ଆସନ୍ତୁ ଜାଣିବା କେଉଁ ଓଟିଟି ପ୍ଲାଟଫର୍ମରେ ଆସିବ ଫିଲ୍ମ

ମୁମ୍ବାଇ: ପୁଷ୍ପା 2 ରିଲିଜ ପୂର୍ବରୁ କଲାଣି ଧମାଲ । ସିନେମାଘରେ 5 ଡିସେମ୍ବରକୁ ଆସିବ ଫିଲ୍ମ । ସୂଚନାନୁସାରେ ପ୍ରି ଥିୟେଟ୍ରିକାଲ ରିଲିଜ ହେବା ପରେ ଫିଲ୍ମ 1000 କୋଟିର ବ୍ୟବସାୟ କରି ସାରିଲାଣି । ଏପଟେ ପ୍ରଥମ ଦିନରେ 100ରୁ 200 କୋଟିର ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି । ତେବେ…

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୁଶୁଡିଲା ଟନେଲ୍, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ କୋଟା ଜିଲ୍ଲାର ମୁକୁନ୍ଦରା ହିଲ୍ସ ଟାଇଗର ରିଜର୍ଭ ନିକଟରେ ଶନିବାର ନିର୍ମାଣାଧୀନ ୮ ଲେନ ବିଶିଷ୍ଟ ଟନେଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟନେଲ ଭୁଶୁଡ଼ିବା କାରଣରୁ ଚାରିଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସୂଚନା ପାଇବା ମାତ୍ରେ…

ଜାଣନ୍ତି କି ୧ ଲିଟର ସମୁଦ୍ର ଜଳରେ କେତେ ପରିମାଣର ଲୁଣ ଥାଏ ?

ସମୁଦ୍ର ଜଳ ଏତେ ଲୁଣିଆ ଯେ ଅତ୍ୟଧିକ ତୃଷାର୍ତ୍ତ ହୋଇଥିଲେ ମଧ୍ୟ ଏହା ପିଇ ପାରିବେ ନାହିଁ। ଆପଣ ଜାଣନ୍ତି କି ଏକ ଲିଟର ସମୁଦ୍ର ଜଳରେ କେତେ ଲୁଣ ଥାଏ? ଆଜି ଏହି ପ୍ରଶ୍ନର ଉତ୍ତର ଜାଣିବା। ବାସ୍ତବରେ, ସମୁଦ୍ର ଜଳରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଦ୍ରବୀଭୂତ ହୋଇଛି, ଯେଉଁଥିରୁ ସର୍ବାଧିକ…

ଆମାଜନ ଜଙ୍ଗଲକୁ କାହିଁକି ପୃଥିବୀର ଫୁସଫୁସ କୁହାଯାଏ, କ’ଣ ଏହାର ରହସ୍ୟ?

ଦକ୍ଷିଣ ଆମେରିକାରେ ଆମାଜନ ଜଙ୍ଗଲ ବ୍ୟାପିଛି। ଏହି ଜଙ୍ଗଲ ପୃଥିବୀର ସବୁଠାରୁ ବଡ ଜଙ୍ଗଲ ମଧ୍ୟରୁ ଗୋଟିଏ। ଏହାକୁ ପୃଥିବୀର ଫୁସଫୁସ ମଧ୍ୟ କୁହାଯାଏ ଏବଂ ଏହାର କାରଣ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ବାସ୍ତବରେ, ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଜାୟ ରଖିବାରେ ଆମାଜନ ଜଙ୍ଗଲ କେବଳ ଏକ ଜଙ୍ଗଲ ନୁହେଁ…

ଆଇସିସିର ଚେୟାରମ୍ୟାନ ବନିଲେ ଜୟ ଶାହା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେଉଛି। ତେବେ ଜୟ ଶାହାଙ୍କ ପାଇଁ ପ୍ରଥମ କାର୍ଯ୍ୟ ତଥା ଚ୍ୟାଲେଞ୍ଜ ହେଉଛି ଆଇସିସି…

ପୁଣି ଆଳୁ ରାଜନୀତି: ପ୍ରଶ୍ନ କଲା କଂଗ୍ରେସ, ‘ସରକାର କରୁଛି କ’ଣ?’

ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି ।  ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି । ଏହାର ଫାଇଦା ଉଠାଇ ମନ ଇଚ୍ଛା ଚଢା ଦରରେ…

ରାଜ କୁନ୍ଦ୍ରାଙ୍କୁ ସମନ ପଠାଇଲା ଇଡି, କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି। ପର୍ଣ୍ଣଗ୍ରାଫି ଓ ଆଡଲ୍ଟ ଫିଲ୍ମ ବଣ୍ଟନ ଅଭିଯୋଗ ଏବଂ ମନିଲଣ୍ଡରିଂ ମାମଲାରେ ଇଡି…

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ; ଚାଲିଗଲା ଜଣଙ୍କ ଜୀବନ

କୋଟା: ରାଜସ୍ଥାନର କୋଟା ଜିଲ୍ଲାର ମୁକୁନ୍ଦରା ସହରରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପାଇଁ ନିର୍ମାଣ ହେଉଥିବା ଟନେଲଟି ହଠାତ୍ ଭୁଶୁଡି ପଡିଛି । ଫଳରେ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଏନେଇ…