Latest Odisha News

BREAKING NEWS

କେଉଁ ସବୁ ଦେଶ ଚନ୍ଦ୍ରରୁ ଆଣିଛନ୍ତି ମାଟି, ଏଥିରୁ ମିଳିଛି କି ନୂଆ ତଥ୍ୟ?

ଚନ୍ଦ୍ର ଆମ ପୃଥିବୀଠାରୁ ପ୍ରାୟ ୩,୮୪,୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଚନ୍ଦ୍ର ବିଜ୍ଞାନର ଏକ ଲାବୋରେଟୋରୀରେ ପରିଣତ ହୋଇଛି, ଯେଉଁଠାରେ ଅନେକ ଦେଶ ନିଜର ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଆମେରିକା,ଋଷ, ଚୀନ୍ ଏବଂ ଭାରତ ହେଉଛି ଏକମାତ୍ର ଦେଶ ଯେଉଁମାନେ ଚନ୍ଦ୍ରରେ…

ନୂଆବର୍ଷରୁ ମିଳିବନି ରାସନ, ଶୀଘ୍ର କରନ୍ତୁ କରନ୍ତୁ ଏହି କାମ…

ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ ଭାରତ ସରକାର ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଏବଂ ଶସ୍ତା ରାସନର ସୁବିଧା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ ରେସନ କାର୍ଡ ବାଧ୍ୟତାମୂଳକ ଅଟେ । କିନ୍ତୁ ଜାନୁଆରୀ ୧, ୨୦୨୫ରୁ ରେସନ କାର୍ଡରେ କିଛି…

ସାମ୍ବାଦିକଙ୍କ ପାଇଁ ଫିଟିଲା ସଚିବାଳୟ ଦ୍ବାର

ଭୁବନେଶ୍ବର: ଲୋକସେବା ଭବନ ଭିତରେ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣାକୁ ଆଜି ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବଦିକଙ୍କୁ ଅନୁମତି ମିଳିଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

ଜୀବନସାରା ଫିଟ୍ ରହିବା ପାଇଁ ନୂଆବର୍ଷରେ ନିଅନ୍ତୁ ସଂକଳ୍ପ, ଆପଣାନ୍ତୁ ଭଲ ଖାଦ୍ୟ ଅଭ୍ୟାସ

ନୂଆ ବର୍ଷରୁ ଆମେ ସମସ୍ତେ ନୂତନ ଆରମ୍ଭ କରିବା। ଆମ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ସୁଯୋଗ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାର ଏହା ହେଉଛି ଠିକ୍ ସମୟ। ୨୦୨୪ ବର୍ଷ ଶେଷ ହେଉଥିବା ବେଳେ ଆଗାମୀ ବର୍ଷଠାରୁ ଆପଣମାନେ କିପରି ସାରା ଜୀବନ…

୩୮ ବର୍ଷ ହେଲାଣି ରାଜ୍ୟର ଏହି ଗାଁ ପାଳିନି ନୂଆବର୍ଷ…

ବାଲେଶ୍ବର: ରାତିପାହିଲେ ନୂଆବର୍ଷର ଆଗମନ । ୨୦୨୫ ପ୍ରବେଶକୁ ଧୂମଧାମରେ ପାଳନ କରିବ ପୂରା ଦେଶ । ହେଲେ ସେଠି ରାଜ୍ୟର କିଛି ଏମିତି ସ୍ଥାନ ରହିଛି, ଯେଉଁଠି ନୂଆବର୍ଷା ଆସିଲେ ଲୁମଟାଙ୍କୁରୀ ଉଠେ, ଆଖି ଭରିଯାଏ । ଆଉ ମନେପଡିଯାଏ ସେଦିନର ସେ କରାଳ ଦିନ । ଯାହାକୁ ଆଜି ବି ଭୁଲି ନାହାନ୍ତି ଗାଁ…

ନୂଆବର୍ଷ କାର୍ଯ୍ୟକ୍ରମରେ ଲୋକଙ୍କୁ କଣ୍ଡୋମ ଓ ଓଆରଏସ ବାଣ୍ଟିଲା ପବ୍, ଥାନାରେ ମାମଲା

ବେଙ୍ଗାଲୁରୁ: ପୁରା ଦେଶ ଏବେ ନୂଆବର୍ଷ ଅପେକ୍ଷାରେ । ରାତି ପାହିଲେ ନୂଆବର୍ଷ । ଆଉ ଆଜି ହେଉଛି ୨୦୨୪ର ଶେଷ ଦିନ । ଉତ୍ସାହର ସହ ନୂଆବର୍ଷ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ । ଆଉ ଏହାରି ଭିତରେ ମହାରାଷ୍ଟ୍ରରୁ ଆସିଛି ଏକ ଚକିତ କଲା ଭଳି ଖବର । ମହାରାଷ୍ଟ୍ରର ପୁନେ ସ୍ଥିତ ଏକ ପବ୍ ରେ…

କାହିଁକି ଭୁଲ ରାସ୍ତା ଦେଖାଏ ଗୁଗୁଲ ମ୍ୟାପ୍, ଜାଣନ୍ତୁ କାରଣ…

ଭୁବନେଶ୍ଵର: ଭାରତରେ ଗୁଗୁଲମ୍ୟାପ୍ ଆସିବା ପରେ ଲୋକଙ୍କୁ କୌଣସି ଜାଗାକୁ ଯିବାପାଇଁ ଆଉ ସେତେଟା ଅସୁବିଧା ହେଉନାହିଁ । ମୋବାଇଲରେ ଯେଉଁ ସ୍ଥାନକୁ ଯିବେ ତାର ନାଁ ଓ ଲୋକେସନ୍ ଦେଇଦେଲେ ଗୁଗୁଲମ୍ୟାପ୍ ଆପଣଙ୍କୁ ବାଟ କଢେଇନେଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଲୋକଙ୍କ ପାଇଁ ଅନ୍ଧର ଲଉଡ଼ି…

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ? କିଏ ସବୁଠୁ ଧନୀ ଓ କିଏ ଗରିବ

ନୂଆଦିଲ୍ଲୀ:  ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ସ୍ୱତନ୍ତ୍ରତା ପାଇଁ ଜଣାଶୁଣା। ଯଦି ଆପଣ ତାଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ ମନରେ…

ରାଜ୍ୟରେ ଆଜିଠୁ ବଢିବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ବଢିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁଁ ଆଜିଠାରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁର…

ବାଂଲାଦେଶୀ ଆତଙ୍କବାଦୀକୁ ୭ବର୍ଷ କାରାଦଣ୍ଡ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ର ସ୍ୱତନ୍ତ୍ର କୋର୍ଟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶୀ ନାଗରିକ ଜାହିଦୁଲ ଇସଲାମ…