Latest Odisha News

BREAKING NEWS

ରାଜଧାନୀ ଛାତିରେ ଅଲୋଡା ଶିଶୁ କନ୍ୟା

ଭୁବନେଶ୍ଵର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ସେ ବି ପୁଣି କେଉଁ ଗାଁ ଗହଳିରେ ନୁହେଁ । ଖୋଦ ରାଜଧାନୀର ଛାତି ଉପରୁ ସାମ୍ନାକୁ ଆସିଛି ଏପରି ଘଟଣା । ଶିକ୍ଷିତ ରାଜଧାନୀରେ ଆଜି ଶିଶୁ କନ୍ୟା ଅଲୋଡା । ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ-୧ ନିକଟ ବସ୍ତିରୁ ଶିଶୁ କନ୍ୟା ଉଦ୍ଧାର ।…

ଆସିବେ ମୋଦୀ, ଦିନ ୧ଟା ଯାଏଁ ଚାଲିବ ସ୍କୁଲ

ଭୁବନେଶ୍ଵର: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ପିଏମ୍ ମୋଦI ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା ।…

ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେ ଆଲୋଚନା, ମାଗିଲେ ଏହି ପଦ….

ମୁମ୍ବାଇ: ସ୍ପଷ୍ଟ ଜନାଦେଶ ପରେ ବି ଗଠନ ହୋଇପାରୁନି ମହାରାଷ୍ଟ୍ର ସରକାର । ରେଜଲ୍‌ଟ ବାହାରିବାର ୫ ଦିନ ପରେ ମଧ୍ୟ ମହାୟୁତି ନିଜର ନେତୃତ୍ବ ସ୍ଥିର କରିପାରୁ ନାହାନ୍ତି । କିଏ ହେବେ ମୁଖ୍ୟମନ୍ତ୍ରୀ? ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ବସୁଛି ଘନ ଘନ ବୈଠକ । ଗତକାଲି ବିଳମ୍ବିତ ରାତି…

ଆଜିଠାରୁ ଡିଜିପି-ଆଇଜି ସମ୍ମିଳନୀ: ଜାଣନ୍ତୁ କେଉଁ ବାଟ ଦେଇ ଯିବା ମନା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀମାନେ ସାମିଲ ହେବେ । ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ…

ମୈଦାନକୁ ଫେରିବେ କି ଭି.କେ ପାଣ୍ଡିଆନ୍? ହଠାତ ଜନସମାଗମରେ ଆବିର୍ଭାବ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ ଦଳର ପୋଷ୍ଟର ବୟ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ଏମିତିକି ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ଘୋଷଣା କରିଥିଲେ। ଏହାପରେ କିନ୍ତୁ ପ୍ରତିଦିନି…

ପୁଷ୍ପା-୨ର ପ୍ରଭାବ! ଘୁଞ୍ଚିଲା ‘ଛାବା’ର ରିଲିଜ ତାରିଖ

ମୁମ୍ବାଇ: ଡିସେମ୍ବର ୬ରେ ରିଲିଜ ହେବାକୁ ଯାଉଛି ଦକ୍ଷିଣର ସୁପରଷ୍ଟାର ହିରୋ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ । ସେହି ଦିନ ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାଭା' ରିଲିଜ ହେବାର ଥିଲା । ଉଭୟ ଚଳଚ୍ଚିତ୍ରର ବକ୍ସ ଅଫିସରେ ଫାଇଟ୍ ମଧ୍ୟ ଦେଖିବାକୁ ମିଳିଥାନ୍ତା । କିନ୍ତୁ ବର୍ତ୍ତମାନ ବିକି…

ଭାରତୀୟ ରେଳ ପକ୍ଷରୁ ଆରମ୍ଭ ହେଲା ‘ସଂରକ୍ଷା’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଭାରତୀୟ ରେଳ ଆଜି ସାରା ଦେଶରେ ସଂରକ୍ଷା ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରି ଯାତ୍ରୀ ସୁରକ୍ଷା ଦିଗରେ ଆଉ ଏକ ପଦକ୍ଷେପ ନେଇଛି । ଏହି ପ୍ରୟୋଗର ଉଦ୍ଦେଶ୍ୟ ହେଉଛି ଭାରତୀୟ ରେଳର ଫ୍ରଣ୍ଟଲାଇନ ସୁରକ୍ଷା ବର୍ଗର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ରେଳ ସୁରକ୍ଷାକୁ ଉନ୍ନତ…

ହିଣ୍ଡାଲକୋ ଇଷ୍ଟ୍ରିଜ ପକ୍ଷରୁ ହୀରାକୁଦରେ ଡିଜିଟାଲ କ୍ଲାସ୍‍ରୁମ ‘ଅନଭିଶା’ ଶୁଭାରମ୍ଭ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ଇଷ୍ଟ୍ରିଜ ଲିମିଟେଡ ପକ୍ଷରୁ ପ୍ରୋଜେକ୍ଟ 'ଅନଭିଶା' ଅଧୀନରେ ଏକ ଡିଜିଟାଲ କ୍ଲାସରୁମ୍‍ ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳର ୭ଟି ହାଇସ୍କୁଲରେ କାର୍ଯ୍ୟକାରୀ କରାଯାଇଛି।…

ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲକୁ ସ୍ୱୀକାର କରିବନି ପିସିବି, ଆଇସିସିକୁ ଲେଖିଲା ପତ୍ର

ଦୁବାଇ: ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସ ଟ୍ରଫି କରିବାକୁ ଚାହୁଁନି ବୋଲି ଆଇସିସିକୁ ପତ୍ର ଲେଖି ଜଣାଇଛି । ଯାହା ଫଳରେ ଆଇସିସି ଓ ପିସିବି ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ଚାମ୍ପିୟନ୍ସ ଟ୍ରଫି କେଉଁଠାରେ ହେବ ସେ ନେଇ ବୈଠକରେ ନିଷ୍ପତି ନିଆଯିବ…

ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନେଇ କ୍ଷୋଭ ପ୍ରକାଶ କଲେ ଶେଖ ହସିନା

ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ଇସ୍କନ ସାଧୁ ଚିନ୍ମୟ ଦାସଙ୍କୁ ଗିରଫ କରି ତାଙ୍କ ପ୍ରତି ଅନ୍ଯାୟ କରାଯାଇଛି ଓ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସେ ସରକାରଙ୍କୁ କହିଛନ୍ତି। ତେବେ ବାଂଲାଦେଶରେ…