Latest Odisha News

BREAKING NEWS

ବିମାନ ଦୁର୍ଘଟଣାର ଆସିଲା ସାଂଘାତିକ ସତ, ପାଇଲଟ ବୁଝିପାରିଥିଲେ….

ନୂଆଦିଲ୍ଲୀ : ବର୍ଷ ଶେଷ ବେଳକୁ ବଢ଼ି ଚାଲିଛି ବିମାନ ଦୁର୍ଘଟଣା । ବୁଧବାର କାଜାକସ୍ତାନରେ ଆଜରବାଇଜାନ୍ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦକ୍ଷିଣ କୋରିଆରେ ହୋଇଛି ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ପକ୍ଷୀ ପିଟି ହୋଇ ଲାଣ୍ଡ ଗିଅର୍ ଅଚଳ ହେବା ପରେ…

ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଜିିତିଲେ ହମ୍ପି

ନୂଆଦିଲ୍ଲୀ: ଭାରତର ମହିଳା ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଚାମ୍ପିୟନଶିପ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଇଣ୍ଡୋନେସିଆର ଇରୀନ ସୁକନ୍ଦରଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ । ୨୦୧୯ରେ ମଧ୍ୟ ହମ୍ପି ପ୍ରଥମ ଥର ପାଇଁ ଏହି ଟାଇଟଲ ହାସଲ କରିଥିଲେ ।…

ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍‌ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ଏସୟୁଭିରେ ଅନେକ ଫିଚର ରହିଛି । କିଆ ସୋନେଟ…

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଘଟଣା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ରାଇରଙ୍ଗପୁର…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା

ବ୍ରହ୍ମଗିରି: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ଡଙ୍ଗା ଚିଲିକା ମଝିରେ ଅଟକି ଯାଇଛି। ୪୦ ଜଣ ଯାତ୍ରୀ ଥିବା ଏହି ଡଙ୍ଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଫସି ରହିଛି। ସେମାନଙ୍କୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।…

କେନ୍ଦ୍ରାପଡ଼ାରେ ବିରଳ ପକ୍ଷୀ ଉଦ୍ଧାର 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଏକ ଚାଷ ଜମିରୁ ଉଦ୍ଧାର ହୋଇଛି ଏକ ବିରଳ ପକ୍ଷୀ। ପକ୍ଷୀଟିର ଓଜନ ୧୦ କେଜି. ହୋଇଥିବା ବେଳେ ଡେଣାର ଲମ୍ବ ରହିଛି ୨ ମିଟର। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ଗ୍ରାମରେ ରଞ୍ଜନ ମଲ୍ଲିକ ବିଲକୁ ଯାଇଥିବା ବେଳେ ଏହି ପକ୍ଷୀକୁ ଦେଖିବାକୁ…

ସମାଧି ସ୍ଥଳ ବିବାଦକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ: ସ୍ବର୍ଗତ ଡକ୍ଟର ମନମୋହନ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଧି ସ୍ଥଳ ନିର୍ମାଣ ବିବାଦକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଭାଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନରସିଂହ ରାଓଙ୍କ ଭାଇ ମନୋହର ରାଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ୨୦…

ଏଥର ସମ୍ବଲପୁର ଆସିଲେ ଗୁଦଗୁଦା ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ !

ଭୁବନେଶ୍ବର:ପ୍ରାକୃତିକ ସୌନ୍ଦଯ୍ୟରେ ଭରପୂର ସ୍ଥାନ ଗୁଦଗୁଦା । ଏହା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜଙ୍ଗଲ ଭିତରେ ରହିଛି ଏହି ଜଳପ୍ରପାତ । ପଡୋଶୀ ଦେବଗଡ, ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ସେଂଚୁରିଆନ: ପାକିସ୍ତାନକୁ ୨ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି । ୯୯ ରନରେ ୮ଟି ୱିକେଟ ହରାଇବା ପରେ କାଗିସୋ ରାବାଡା ଓ ମାର୍କୋ ୟାନସେନଙ୍କ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ୧୪୮ ରନର ଟାର୍ଗେଟ ହାସଲ କରି…

ବଲିଉଡକୁ ସମ୍ମାନ ଫେରାଇଲା ୨୪

ମୁମ୍ବାଇ: ସରିସରି ଆସିଲାଣି ୨୦୨୪। ଆଉ ମାତ୍ର ଦିନ କେଇଟା, ୨୪ ପୂରି ୨୫ ଚାଲିବ । ଗତ କିଛି ବର୍ଷ ହେବ ବଲିଉଡ ସିନେମାରେ ଫ୍ଳପ ଟ୍ରେଣ୍ଡ କରୁଥିଲା ।  ବଲିଉଡ ବକ୍ସ ଅଫିସ ମାନ୍ଦା ପଡିଥିଲା । କାହାଣୀର ମାନ, ସାଉଥ୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆକର୍ଷଣ, ରିମେକ୍ ଭଳି ଅନେକ କାରଣ ବଲିଉଡକୁ ଗତ…