ସ୍କାମରକୁ ଚକମା ଦେଖାଇଲେ ଯୁବକ: ନିଜ କୁକୁର ସହ କରାଇଲେ କଥା….
ମୁମ୍ବାଇ: ବର୍ତ୍ତମାନ ସମୟରେ ଏବେ ସାଇବର ଠକେଇର ପରିମାଣ ଏତେ ବଢିଗଲାଣି ଯେ, ଏହାର କଳନା କରିବା ବି ଅସମ୍ଭବ । କେତେବେଳେ କେଉଁ ପରିସ୍ଥିତି କିଏ ଆମକୁ କିପରି ଚୂନ ଲଗାଇବ ତାହା ଜାଣିବା ମୁସ୍କିଲ୍ । ଏଭଳି ସ୍ଥଳରେ ଗୋଟିଏ କାର୍ଯ୍ୟ ଯାହା ଆମେ କରିପାରିବା, ତାହା ହେଲା ସତର୍କତା ଅବଲମ୍ବନ…