ମହିଳା କ୍ରିକେଟ: ଟିମ ଇଣ୍ଡିଆର ସର୍ବୋଚ୍ଚ ସ୍କୋର
ଭଦୋଦରା: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୧୫ ରନରେ ପରାସ୍ତ କରିଛି । କୋଟାମ୍ବୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରିଥିଲା । ଏହା ଟିମ…