Latest Odisha News

BREAKING NEWS

ବଢୁଛି ଡିଜିଟାଲ ନେଣଦେଣ ଚାହିଦା, ରେକର୍ଡ କଲା ୟୁପିଆଇ

ଭୁବନେଶ୍ବର: ଦିନକୁ ଦିନ ଡିଜିଟାଲ ବା ଅନଲାଇନ ପେମେଣ୍ଟର ଚାହିଦା ବୃଦ୍ଧି ହେବାରେ ଲାଗିଛି । ଟଙ୍କା ନେଣଦେଣ ପାଇଁ ଏହା ଏକ ସୁବିଧା ବହୁଳ ପ୍ରକ୍ରିୟା । ଯାହାକୁ ଦେଖ ସେ ପ୍ରଥମେ ଅନଲାଇନ ପେମେଣ୍ଟ କଥା ହିଁ ପଚାରିବ । ଆଉ ଗ୍ରାହକଙ୍କ ଚାହିଦା ଦେଖି ବଡ ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି…

ଉପରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ଶ୍ରୀନଗରର ରାଜ ଭବନ ଯାଇ ସେଠାରେ ସେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଛନ୍ତି । ସେଠାରେ ସେ ମନୋଜ ସିହ୍ନାଙ୍କୁ କଂଗ୍ରେସ, ସିପିଆଇ(ଏମ୍), ଆମ୍ ଆଦମୀ ପାର୍ଟି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ…

ଟି-ଟ୍ୱେଣ୍ଟି: ହ୍ୟାଟ୍ରିକ୍ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଆଜି ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଆଜି ହାଇଦ୍ରାବାଦରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ । ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୨ ଟିମ୍ ମୁହାଁମୁହିଁ ହେବାକୁ ଥିବା ବେଳେ ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍ ।…

ମୌସୁମୀ ପାଇଁ ବାଟ ଫିଟିଲା, ଆଉ ଦିନେ ଭିତରେ ଫେରିଯିବ

ଭୁବନେଶ୍ବର: ପାଗ ଅନୁକୂଳ । ଓଡିଶାରୁ ଫେରିଯିବ ମୌସୁମୀ । ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ । ଏନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଓଡିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ,…

ତେଲେଙ୍ଗାନାର ଡିଏସପି ହେଲେ କ୍ରିକେଟର ମହମ୍ମଦ ସିରାଜ

ହାଇଦ୍ରାବାଦ: ତେଲେଙ୍ଗାନାର ଡିଜିପିଙ୍କ ତତ୍ତ୍ବାବଧାନରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଭାବରେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ ଡିଜିପି କାର୍ଯ୍ୟାଳୟରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ…

୫୦ ବର୍ଷରେ ପ୍ରଥମ, ସାହାରା ମରୁଭୂମିରେ ବନ୍ୟା

ନୂଆଦିଲ୍ଲୀ: ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ ମରୁଭୂମି ମଧ୍ୟରେ ନୀଳ ଜଳର ହ୍ରଦ ସୃଷ୍ଟି ହୋଇଛି। ନାସା ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଚକିତ…

‘ଅପରେସନ ତ୍ରିଭୁଜ’: କମିଶନରେଟ ପୋଲିସର ନିଆରା ପ୍ରୟାସ

ଭୁବନେଶ୍ବର: ମଣ୍ଡପେ ପୂଜା ପାଉଛନ୍ତି ମା’ ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ସହର । ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି…

ପୂଜା ମଣ୍ଡପ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ

କଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମହାମାୟୀଙ୍କର ମହାନବମୀ ଅବସରରେ ରୌପ୍ୟନଗରୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ସୁନା ଚାନ୍ଦିରେ ସୁସଜ୍ଜିତ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ମିଳିଲା ଆବାସ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ଚାଲିଥିବା ବିବାଦ ବର୍ତ୍ତମାନ ଅନ୍ତ ହେବାକୁ ଯାଉଛି । ଶୁକ୍ରବାର ଦିଲ୍ଲୀର ଲୋକ ନିର୍ମାଣ ବିଭାଗ (ପିଡବ୍ଲ୍ୟୁଡି) ସିଭିଲ୍ ଲାଇନ୍ ସ୍ଥିତ ଫ୍ଲାଗ୍ ୬ ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳାକୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଆଲଟ କରିଛନ୍ତି । ଏହା…

ଶରୀରରୁ ଅଲଗା ହୋଇଯାଇଥିଲା ହାତ: ଯୋଡିଦେଲେ ଡାକ୍ତର

କଟକ: ପୁଣି ଡାକ୍ତରୀ ଚିକିତ୍ସାରେ ଆଉ ଏକ ବଡ ସଫଳତା ହାସଲ କରିଛି ସିଲଭର ସିଟି କଟକ । ଶରୀରରୁ ଅଲଗା ହୋଇଯାଇଥିବା ହାତ ପାପୁଲିକୁ ପୁଣି ସଫଳାତାର ସହ ଯୋଡିଛନ୍ତି ଡାକ୍ତରମାନେ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଏବେ ସଫଳତାର ସହ କଟା ହାତକୁ ଯୋଡିଛନ୍ତି କଟକର ଏକ ଘରୋଇ…