ଓଡ଼ିଆ ବିଭବର ୭ମ ଜନ୍ମଦିନ: ଲୋକାର୍ପିତ ହେଲା ଶିଖା ଓ ରାଁସା ପତ୍ରିକାର ୱେବ୍ ପେଜ୍
ଭୁବନେଶ୍ବର: ଲୋକାର୍ପିତ ହେଲା ଶିକ୍ଷା ସନ୍ଧାନର ଶିଖା ଓ ରାଁସା ପତ୍ରିକାର ୱେବ୍ ପୃଷ୍ଠା । ଓଡ଼ିଆ ବିଭବର ୭ମ ଜନ୍ମଦିନରେ ଏହା ଲୋକାର୍ପିତ କରାଯାଇଛି। ଶିକ୍ଷାସନ୍ଧାନ ସଭାଗୃହରେ ଏହି ଦୁଇ ପତ୍ରିକାର ୱେବ୍ ପୃଷ୍ଠା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ବହି ବା ପତ୍ରିକା ପଢିବା…