କୋଟାରେ ପୁଣି ଛାତ୍ର ଆତ୍ମହତ୍ଯା, ଚଳିତ ବର୍ଷ ଗଲାଣି ୧୭ ଜୀବନ
କୋଟା: କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ଯା କରିଛନ୍ତି। ମୃତ ଛାତ୍ର ଜଣକ ବିହାରର ବୈଶାଳୀ ଅଞ୍ଚଳର ବାସିନ୍ଦା ମୟଙ୍କ ବୋଲି ଜଣାପଡିଛି।
ମୟଙ୍କ ଏକାଦଶ ଶ୍ରେଣୀର ଛାତ୍ର ଥିଲେ। ସେ ସ୍କୁଲ ଯିବା ସହ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ପାଇଁ ପ୍ରସ୍ତୁତି ମଧ୍ୟ ଚଲାଇଥିଲେ।
ପୋଲିସ…