ବୋହୂର ପ୍ରାଇଭେଟ୍ ପାର୍ଟରେ ଲୁହା ଚେଙ୍କ ଦେବା ସହ ଲଙ୍କା ଗୁଣ୍ଡ ପୂରାଇଦେଲେ…
ରାଜଗଡ଼: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର କର୍ନାବାସ୍ ଥାନା ଶାହପୁରା ଗାଁରେ ବୋହୂ ଉପରେ ଅମାନୁଷିକ ନିର୍ଯାତନା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୧୩ ରାତିରେ ଗାଁର ଜଣେ ଯୁବକ ତାଙ୍କ ଘରକୁ ଆସି ତାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲା। ଏହି ସମୟରେ ବଡ ବୋହୂ ଦେଖି ଚିଲାଇଥିଲେ।…