ଜମିବ ଛାଡ଼ଖାଇ: ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ, ଆକାଶ ଛୁଆଁ ଦର
ଭୁବନେଶ୍ଵର: ଗତକାଲି ଆମିଷ ବାର ନଥିଲା । ଆଜି ରବିବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ ।…