ଜାତୀୟ ପୁରୁଷ ହକିରେ ଇତିହାସ ରଚିଲା ଓଡିଶା
ଚେନ୍ନାଇ: ଏଠାରେ ଅନୁଷ୍ଠିତ ଜାତୀୟ ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ଇତିହାସ ରଚିଛି । ହକିର ଜାତୀୟ କ୍ୟାପିଟାଲ ସାଜିଥିଲେ ମଧ୍ୟ ଓଡିଶା ଆଜି ପର୍ଯ୍ୟନ୍ତ ଏହି ଟାଇଟଲ ହାସଲ କରିପାରି ନ ଥିଲା । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି…